Advertisment

୪୧ ଜଣ ଅଫିସର୍‌ ନିଯୁକ୍ତି ପାଇଁ ଏସ୍‌ବିଆଇ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  ୪୧ ଜଣ ସ୍ପେଶାଲ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ୪୧ଟି ପଦବି ମଧ୍ୟରୁ ୪୦ଟି ଡେପ୍ୟୁଟି ମ୍ୟାନେଜର ଏବଂ ଗୋଟିଏ ଡେପ୍ୟୁଟି ଜେନେରାଲ ମ୍ୟାନେଜର ପଦବି ପାଇଁ ବିଜ୍ଞପ୍ତି ଜାରି କରିଛି ଏସ୍‌ବିଆଇ। ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଠାରୁ ଅନଲାଇନ୍‌ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଏହାସହ ଏହାର ଶେଷ ତାରିଖ ରହିଛି ୬ ଅକ୍ଟୋବର। ଡେପ୍ୟୁଟି ମ୍ୟାନେଜର ଓ ଡେପ୍ୟୁଟି ଜେନେରାଲ […]

୪୧ ଜଣ ଅଫିସର୍‌ ନିଯୁକ୍ତି ପାଇଁ ଏସ୍‌ବିଆଇ ଜାରି କଲା ବିଜ୍ଞପ୍ତି
Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  ୪୧ ଜଣ ସ୍ପେଶାଲ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ୪୧ଟି ପଦବି ମଧ୍ୟରୁ ୪୦ଟି ଡେପ୍ୟୁଟି ମ୍ୟାନେଜର ଏବଂ ଗୋଟିଏ ଡେପ୍ୟୁଟି ଜେନେରାଲ ମ୍ୟାନେଜର ପଦବି ପାଇଁ ବିଜ୍ଞପ୍ତି ଜାରି କରିଛି ଏସ୍‌ବିଆଇ। ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଠାରୁ ଅନଲାଇନ୍‌ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଏହାସହ ଏହାର ଶେଷ ତାରିଖ ରହିଛି ୬ ଅକ୍ଟୋବର।

Advertisment

ଡେପ୍ୟୁଟି ମ୍ୟାନେଜର ଓ ଡେପ୍ୟୁଟି ଜେନେରାଲ ମ୍ୟାନେଜର ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ଲ’ ଗ୍ରାଜ୍ୟୁଏଟ୍। ଯାହାକି କୌଣସି ଏକ ଅନୁବନ୍ଧିତ ବିଶ୍ୱ ବିଦ୍ୟାଳୟରୁ ୫ ବର୍ଷିୟା ଇଣ୍ଟିଗ୍ରଟେଡ୍‌ ଲ’ କୋର୍ସ କରିଥିବା ଆବଶ୍ୟକ। ଡେପ୍ୟୁଟି ଜେନେରାଲ ମ୍ୟାନେଜର ପାଇଁ ଦରମା ବାର୍ଷିକ ୪୦.୨୦ ଲକ୍ଷ ଥିବା ବେଲେ ଡେପ୍ୟୁଟି ମ୍ୟାନେଜର ପାଇଁ ରହିଛି ୧୫.୧୦ ଲକ୍ଷ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe