Advertisment

ନଭେମ୍ବର ୨ରୁ ପର୍ଯ୍ୟାୟକ୍ରମେ ଖୋଲିବ ସ୍କୁଲ, କଲେଜ

ଅମରାବତୀ: କରୋନା ସଂକ୍ରମଣ ମଧ୍ୟରେ ଆସନ୍ତା ନଭେମ୍ବର ୨ରୁ ଆନ୍ଧ୍ର ପ୍ରଦେଶରେ ସ୍କୁଲ ଓ କଲେଜ ଖୋଲିବ। ଆଜି ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଏକକାଳୀନ ସବୁ ସ୍କୁଲ ଓ କଲେଜର କ୍ଲାସ ଖୋଲିବ ନାହିଁ। ପର୍ଯ୍ୟାୟକ୍ରମେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରାଯିବ। ତାଙ୍କ ଘୋଷଣା ଅନୁଯାୟୀ, ନଭେମ୍ବର ୨ରୁ ୯ମ, ୧୦ମ ଓ ଇଣ୍ଟରମିଡିଏଟ୍‌ କ୍ଲାସ ଆରମ୍ଭ ହେବ। ଦିନେ […]

ଅଦ୍ୟତନ ହୋଇଛି
ନଭେମ୍ବର ୨ରୁ ପର୍ଯ୍ୟାୟକ୍ରମେ ଖୋଲିବ ସ୍କୁଲ, କଲେଜ

t

Advertisment

ଅମରାବତୀ: କରୋନା ସଂକ୍ରମଣ ମଧ୍ୟରେ ଆସନ୍ତା ନଭେମ୍ବର ୨ରୁ ଆନ୍ଧ୍ର ପ୍ରଦେଶରେ ସ୍କୁଲ ଓ କଲେଜ ଖୋଲିବ। ଆଜି ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଏକକାଳୀନ ସବୁ ସ୍କୁଲ ଓ କଲେଜର କ୍ଲାସ ଖୋଲିବ ନାହିଁ। ପର୍ଯ୍ୟାୟକ୍ରମେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରାଯିବ।

Advertisment

ତାଙ୍କ ଘୋଷଣା ଅନୁଯାୟୀ, ନଭେମ୍ବର ୨ରୁ ୯ମ, ୧୦ମ ଓ ଇଣ୍ଟରମିଡିଏଟ୍‌ କ୍ଲାସ ଆରମ୍ଭ ହେବ। ଦିନେ ଛଡ଼ା ଦିନେ ଏହି ସବୁ କ୍ଲାସ ହେବ। ସେହିପରି ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର କ୍ଲାସ ନଭେମ୍ବର ୨୩ରୁ ଆରମ୍ଭ ହେବ। ଡିସେମ୍ବର ୧୪ରୁ ହିଁ ୧ମ,୨ୟ, ୩ୟ, ୪ର୍ଥ ଓ ୫ମ ଶ୍ରେଣୀର କ୍ଲାସ ଆରମ୍ଭ କରାଯିବ ବୋଲି ସରକାର କହିଛନ୍ତି।

ରୋଟେସନ ଢାଞ୍ଚାରେ ନଭେମ୍ବର ୨ରୁ କଲେଜଗୁଡ଼ିକ ମଧ୍ୟ କାର୍ଯ୍ୟକ୍ଷମ ହେବ। ସ୍କୁଲ ଗୁଡ଼ିକ ଦିନେ ଛଡ଼ା ଦିନ ଓ ୩ଟି ପର୍ଯ୍ୟାୟରେ ଚାଲିବ। ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ।

Advertisment

ପଢ଼ନ୍ତୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦୦ ଟପିଲା

Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe