ନପୁଂସକ ମାମଲାରେ ଗୁରମିତଙ୍କୁ ଜାମିନ୍, ତଥାପି ଜେଲ୍‌ରେ ରହିବେ

ପଞ୍ଚକୁଲା: ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହକୁ ଆଜି ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଲୋକଙ୍କୁ ନପୁଂସକ କରିବା ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି। ତେବେ ଗୁରମିତ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍‌ଦଣ୍ଡ ପାଇଥିବାରୁ ପୂର୍ବପରି ସେ କଏଦୀ ଭାବେ ଜୀବନ ବିତାଇବେ। ଗୁରମିତ ତାଙ୍କ ଆଶ୍ରମରେ ରହୁଥିବା ତାଙ୍କ ଅନୁଗାମୀ ହେଉଥିବା ପୁରୁଷ ଶ୍ରଦ୍ଧାଳୁଙ୍କୁ ନପୁଂସକ କରିଦେଉଥିବା ଅଭିଯୋଗ ହୋଇଥିଲା। […]

g

g

Hemant Lenka
  • Published: Friday, 05 October 2018
  • Updated: 05 October 2018, 07:49 PM IST

Sports

Latest News

ପଞ୍ଚକୁଲା: ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହକୁ ଆଜି ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଲୋକଙ୍କୁ ନପୁଂସକ କରିବା ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି।

ତେବେ ଗୁରମିତ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍‌ଦଣ୍ଡ ପାଇଥିବାରୁ ପୂର୍ବପରି ସେ କଏଦୀ ଭାବେ ଜୀବନ ବିତାଇବେ। ଗୁରମିତ ତାଙ୍କ ଆଶ୍ରମରେ ରହୁଥିବା ତାଙ୍କ ଅନୁଗାମୀ ହେଉଥିବା ପୁରୁଷ ଶ୍ରଦ୍ଧାଳୁଙ୍କୁ ନପୁଂସକ କରିଦେଉଥିବା ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ପକ୍ଷରୁ ଚାର୍ଜଶିଟ୍‌ ମଧ୍ୟ ଦାଖଲ କରାଯାଇଥିଲା।

୨୦୧୪ରେ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଗୁରମିତ ଏବଂ ଦୁଇ ଜଣ ଡାକ୍ତର ପଙ୍କଜ ଗର୍ଗ ଓ ଏମ୍‌ପି ସିଂହଙ୍କ ନାଁରେ ଏନେଇ ମାମଲା ରୁଜୁ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story