‘ମନମୋହନଙ୍କ ଅପେକ୍ଷା ମୋଦି କାର୍ଯ୍ୟାନୁଷ୍ଠାନ ନେବାରେ ମାହିର’

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବ ଏୟାର ଷ୍ଟ୍ରାଇକ୍ ଜରିଆରେ ଦିଆଯିବାକୁ ନେଇ କଂଗ୍ରେସ-ବିଜେପି ବାକ୍ ଯୁଦ୍ଧ ଚାଲିଛି। ଏହାରି ଭିତରେ ଆତଙ୍କବାଦୀ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ ଆତଙ୍କବାଦୀ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ଶୀଲା ଦୀକ୍ଷିତ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି । […]

shiela dixit-min

shiela dixit-min

Subhransu Sekhar
  • Published: Thursday, 14 March 2019
  • Updated: 14 March 2019, 10:15 PM IST

Sports

Latest News

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବ ଏୟାର ଷ୍ଟ୍ରାଇକ୍ ଜରିଆରେ ଦିଆଯିବାକୁ ନେଇ କଂଗ୍ରେସ-ବିଜେପି ବାକ୍ ଯୁଦ୍ଧ ଚାଲିଛି। ଏହାରି ଭିତରେ ଆତଙ୍କବାଦୀ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ ଆତଙ୍କବାଦୀ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ଶୀଲା ଦୀକ୍ଷିତ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦି ରାଜନୀତିକ ଉଦ୍ଦେଶ୍ୟ ରଖି ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ଶୀଲା ଦୀକ୍ଷିତ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୮ ମସିହାରେ ନଭେମ୍ବର ୨୬ରେ ମୁମ୍ବାଇ ତାଜ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୧୫୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟରେ ହୋଇଥିବା ଉରୀ ଓ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବ ଭାରତ ଦେଇଛି । ସର୍ଜିକାଲ ଷ୍ଟ୍ରାଇକ, ଏୟାରଷ୍ଟ୍ରାଇକ ଭଳି ପଦକ୍ଷେପ ଆତଙ୍କବାଦୀ ବିରୋଧରେ ନେବାରେ ଦେଶ ସଫଳ ହୋଇଛି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ୨୬/୧୧ ଆତଙ୍କବାଦୀ ଆକ୍ରମଣ ବିରୋଧରେ କଂଗ୍ରେସ ସରକାର କାହିଁକି କଡ଼ା ପଦକ୍ଷେପ ନେବାକୁ ସକ୍ଷମ ହୋଇନଥିଲା ବୋଲି ବିଜେପି ପ୍ରଶ୍ନ କରୁଥିବା ବେଳେ ଜମାତ-ଉଦ-ଦାୱାର ମୁଖିଆ ହାଫିଜ ସୟିଦ ଗୃହବନ୍ଦୀରୁ ମୁକ୍ତ ହେବା ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଯାହାକି ନିର୍ବାଚନ ପ୍ରଚାରରେ ଏକ ବଡ଼ ପ୍ରସଙ୍ଗ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story