କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ଦୁଇ ମାସର ଭୀଷଣ ଗରମ ପରେ ଦେଶବାସୀଙ୍କୁ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ କେରଳରେ ବର୍ଷା ହେବାର ସମ୍ଭାବନା ରହିଛି। କେରଳରେ ପ୍ରବଳ ବର୍ଷା ସାଙ୍ଗକୁ ଆଇଏମଡି ୯ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ କେରଳର ଥିରୁବନନ୍ତପୁରମ୍, କୋଲାମ୍, ପଠାନମଥିଟ୍ଟା, ଆଲାପୁଝା, କୋଟ୍ଟାୟମ୍, ଏର୍ନାକୁଲମ୍, ଇଡୁକି, ମାଲାପୁରମ୍ ଓ କନ୍ନୁର ଜିଲ୍ଲାରେ ୟେଲୋ […]

mansoon

mansoon

Ranjit Kumar Jena
  • Published: Monday, 01 June 2020
  • Updated: 01 June 2020, 04:40 PM IST

Sports

Latest News

ନୂଆଦିଲ୍ଲୀ: ଦୁଇ ମାସର ଭୀଷଣ ଗରମ ପରେ ଦେଶବାସୀଙ୍କୁ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି।

ଏହାର ପ୍ରଭାବରେ କେରଳରେ ବର୍ଷା ହେବାର ସମ୍ଭାବନା ରହିଛି। କେରଳରେ ପ୍ରବଳ ବର୍ଷା ସାଙ୍ଗକୁ ଆଇଏମଡି ୯ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ କେରଳର ଥିରୁବନନ୍ତପୁରମ୍, କୋଲାମ୍, ପଠାନମଥିଟ୍ଟା, ଆଲାପୁଝା, କୋଟ୍ଟାୟମ୍, ଏର୍ନାକୁଲମ୍, ଇଡୁକି, ମାଲାପୁରମ୍ ଓ କନ୍ନୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି।

କେରଳରେ ଏବେ ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି, ଯେଉଁ କାରଣରୁ ସେଠାକାର ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ମୁତାବକ ଥିରୁବନନ୍ତପୁରମରେ ଦିନରେ ତାପମାତ୍ରା ୨୫ ଡିଗ୍ରୀ ରହିବ। ସୂଚନାଯୋଗ୍ୟ, ପାଣିପାଗ ବିଭାଗ ଶନିବାର ମୌସୁମୀ ପୂର୍ବରୁ ବର୍ଷା ହେବା ନେଇ ସୂଚନା ଦେଇଥିଲା। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଲଗାଉଥିବା ସ୍କାଇମେଟ୍‌ ସ୍ପଷ୍ଟ କରିଥିଲା ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଉପକୂଳକୁ ଛୁଇଁସାରିଛି। ତେବେ ସ୍କାଇମେଟର ଏହି ଦାବିକୁ ଆଇଏମଡି ଖାରଜ କରିଥିଲା।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର କହିଥିଲେ,କେରଳରେ ଏପର୍ଯ୍ୟନ୍ତ ମୌସୁମୀ ପହଞ୍ଚି ନାହିଁ। କିନ୍ତୁ ଶ୍ରୀ ମହାପାତ୍ର ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଅନୁମାନ କରିଥିଲେ। ଏହା ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲାଯେକେରଳରେ ମୌସୁମୀ ବିଳମ୍ବରେପହଞ୍ଚିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story