Advertisment

ନେତାଙ୍କୁ ଗୁଳି କରି ହତ୍ୟା କଲେ ପତ୍ନୀଙ୍କ ପ୍ରେମିକ

ସମ୍ଭଲ୍‌(ୟୁପି): ସମାଜବାଦୀ ପାର୍ଟିର ଜଣେ ନେତାଙ୍କୁ ତାଙ୍କ ପତ୍ନୀଙ୍କ ପ୍ରେମିକ ଗୁଳିକରି ହତ୍ୟା କରିଛନ୍ତି। ଚନ୍ଦୌସି ପୁଲିସ୍‌ ଷ୍ଟେସନ୍‌ ଅନ୍ତର୍ଗତ ନୂଆ ବସ୍ତି ଅଞ୍ଚଳରେ ସମାଜବାଦୀ ପାର୍ଟିର ନେତା ଜବଦୀଶ ମାଲି(୩୫) ଓ ତାଙ୍କ ପତ୍ନୀଙ୍କ ପ୍ରେମିକ ଦିଲ୍ଲୀପଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଦିଲ୍ଲୀପ ନିଜ ପାଖରେ ରଖିଥିବା ବନ୍ଧୁକରେ ଜଗଦୀଶଙ୍କ ଉପରକୁ ଗୁଳି କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସ୍ଥାନୀୟ ଏସ୍‌ପି ଯମୁନା ପ୍ରସାଦ କହିଛନ୍ତି। ଜଗଦୀଶଙ୍କ […]

ନେତାଙ୍କୁ ଗୁଳି କରି ହତ୍ୟା କଲେ ପତ୍ନୀଙ୍କ ପ୍ରେମିକ

gun

Advertisment

ସମ୍ଭଲ୍‌(ୟୁପି): ସମାଜବାଦୀ ପାର୍ଟିର ଜଣେ ନେତାଙ୍କୁ ତାଙ୍କ ପତ୍ନୀଙ୍କ ପ୍ରେମିକ ଗୁଳିକରି ହତ୍ୟା କରିଛନ୍ତି।

Advertisment

ଚନ୍ଦୌସି ପୁଲିସ୍‌ ଷ୍ଟେସନ୍‌ ଅନ୍ତର୍ଗତ ନୂଆ ବସ୍ତି ଅଞ୍ଚଳରେ ସମାଜବାଦୀ ପାର୍ଟିର ନେତା ଜବଦୀଶ ମାଲି(୩୫) ଓ ତାଙ୍କ ପତ୍ନୀଙ୍କ ପ୍ରେମିକ ଦିଲ୍ଲୀପଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଦିଲ୍ଲୀପ ନିଜ ପାଖରେ ରଖିଥିବା ବନ୍ଧୁକରେ ଜଗଦୀଶଙ୍କ ଉପରକୁ ଗୁଳି କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସ୍ଥାନୀୟ ଏସ୍‌ପି ଯମୁନା ପ୍ରସାଦ କହିଛନ୍ତି।

ଜଗଦୀଶଙ୍କ ଭାଇ ଏନେଇ ଅଭିଯୋଗ କରିବା ପରେ ପୁଲିସ୍‌ ଦିଲ୍ଲୀ ଓ ନିହତ ନେତା ଜଗଦୀଶଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି।

Advertisment

ପୁଲିସ୍‌ ଜଗଦୀଶଙ୍କ ପତ୍ନୀଙ୍କୁ ଗିରଫ କରିଥିବା ବେଳେ ଏଯାଏ ଦିଲ୍ଲୀପଙ୍କୁ ଠାବ କରିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe