Advertisment

ସ୍ପେନ ଯୁଦ୍ଧ ବିମାନ ଏ୪୦୦ଏମ୍ ଦୁର୍ଘଟଣାଗ୍ରସ୍ତ,୪ ମୃତ

ସେଭେଲ(ସ୍ପେନ୍): ଶନିବାର ମଧ୍ୟରାତିରେ ସ୍ପେନର ଏକ ଯୁଦ୍ଧ ବିମାନ ଏ ୪୦୦ ଏମ ଦୁର୍ଘଟଣାଗସ୍ତ ହୋଇଛି। ଏହି ବିମାନଟି ପରୀକ୍ଷାମୂଳକ ଭାବେ ସ୍ପେନ ବିମାନବନ୍ଦରୁ ଉଡାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ଥିବା ପାଇଲଟଙ୍କୁ ମିଶାଇ ୬ଜଣଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଗୁରୁତର ଭାବେ ଆହତ ହୋଇଥିବା ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସ୍ପେନ ସେନାଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ଉକ୍ତ ବିମାନଟି ପରୀକ୍ଷାରେ ସଫଳ ହୋଇଥିଲେ ଗତମାସରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସ୍ପେନ ଯୁଦ୍ଧ ବିମାନ ଏ୪୦୦ଏମ୍ ଦୁର୍ଘଟଣାଗ୍ରସ୍ତ,୪ ମୃତ

CEj ARUWYAEEwar

ସେଭେଲ(ସ୍ପେନ୍): ଶନିବାର ମଧ୍ୟରାତିରେ ସ୍ପେନର ଏକ ଯୁଦ୍ଧ ବିମାନ ଏ ୪୦୦ ଏମ ଦୁର୍ଘଟଣାଗସ୍ତ ହୋଇଛି। ଏହି ବିମାନଟି ପରୀକ୍ଷାମୂଳକ ଭାବେ ସ୍ପେନ ବିମାନବନ୍ଦରୁ ଉଡାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ଥିବା ପାଇଲଟଙ୍କୁ ମିଶାଇ ୬ଜଣଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଗୁରୁତର ଭାବେ ଆହତ ହୋଇଥିବା ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସ୍ପେନ ସେନାଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ଉକ୍ତ ବିମାନଟି ପରୀକ୍ଷାରେ ସଫଳ ହୋଇଥିଲେ ଗତମାସରେ ତୁର୍କୀର ଜଣେ ଗ୍ରାହକଙ୍କୁ ବିକ୍ରି କରାଯାଇଥାନ୍ତା ବୋଲି ସେନା ଅଧ‍କାରୀ ସୂଚନା ଦେଇଛନ୍ତି।

Advertisment