Advertisment

ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଶ୍ରୀ ଶ୍ରୀ ରବିଶଙ୍କର

ବେଙ୍ଗାଲୁରୁ: ନୋବେଲ ଶାନ୍ତି ପୁରସ୍କାର ଦୌଡରେ ସାମିଲ ହୋଇଛନ୍ତି ଆର୍ଟ ଆଣ୍ଡ ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର। ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଶ୍ରୀ ଶ୍ରୀ ରବିଶଙ୍କର ଲାଟିନ୍ ଆମେରିକୀୟ ରାଷ୍ଟ୍ର କଲମ୍ବିଆରେ ଶାନ୍ତି ଆଲୋଚନା କରି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ। ଏହାକୁ ଭତ୍ତି କରି ତାଙ୍କ ନାମକୁ ନୋବେଲ ଶାନ୍ତି ପୁରସ୍କାର ଦୌଡରେ ସାମିଲ କରାଯାଇଛି।

ଅଦ୍ୟତନ ହୋଇଛି
ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଶ୍ରୀ ଶ୍ରୀ ରବିଶଙ୍କର

ravishankar

Advertisment

ବେଙ୍ଗାଲୁରୁ: ନୋବେଲ ଶାନ୍ତି ପୁରସ୍କାର ଦୌଡରେ ସାମିଲ ହୋଇଛନ୍ତି ଆର୍ଟ ଆଣ୍ଡ ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର। ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଶ୍ରୀ ଶ୍ରୀ ରବିଶଙ୍କର ଲାଟିନ୍ ଆମେରିକୀୟ ରାଷ୍ଟ୍ର କଲମ୍ବିଆରେ ଶାନ୍ତି ଆଲୋଚନା କରି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ। ଏହାକୁ ଭତ୍ତି କରି ତାଙ୍କ ନାମକୁ ନୋବେଲ ଶାନ୍ତି ପୁରସ୍କାର ଦୌଡରେ ସାମିଲ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe