ପାକିସ୍ତାନଠାରୁ ଯୁଦ୍ଧ ବିମାନ କିଣିବନି ଶ୍ରୀଲଙ୍କା

କୋଲମ୍ବୋ: ପାକିସ୍ତାନରଠାରୁ ଯୁଦ୍ଧ ବିମାନ କିଣିବ ନାହିଁ ଶ୍ରୀଲଙ୍କା। ଭାରତ ଅସନ୍ତୋଷ ପ୍ରକାଶ କରିବା ପରେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନଠାରୁ ଯୁଦ୍ଧ ବିମାନ କିଣିବା ପାଇଁ ଗତ ମଙ୍ଗଳବାର ଘୋଷଣା କରିଥିଲା ଶ୍ରୀଲଙ୍କା। ଏଥିପାଇଁ ଶ୍ରୀଲଙ୍କା ୨୬୭୫ କୋଟି ଟଙ୍କା ବ୍ୟୟ କରି ଥାଆନ୍ତା। ପ୍ରତିଟି ଯୁଦ୍ଧ ବିମାନକୁ ୩୫ ମିଲିୟନ ଡଲାରରେ କିଣି ଥାଆନ୍ତା ଶ୍ରୀଲଙ୍କା।

srilanka

srilanka

Rakesh Mallick
  • Published: Sunday, 10 January 2016
  • Updated: 04 May 2017, 03:44 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story