Advertisment

ପାକିସ୍ତାନଠାରୁ ଯୁଦ୍ଧ ବିମାନ କିଣିବନି ଶ୍ରୀଲଙ୍କା

କୋଲମ୍ବୋ: ପାକିସ୍ତାନରଠାରୁ ଯୁଦ୍ଧ ବିମାନ କିଣିବ ନାହିଁ ଶ୍ରୀଲଙ୍କା। ଭାରତ ଅସନ୍ତୋଷ ପ୍ରକାଶ କରିବା ପରେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନଠାରୁ ଯୁଦ୍ଧ ବିମାନ କିଣିବା ପାଇଁ ଗତ ମଙ୍ଗଳବାର ଘୋଷଣା କରିଥିଲା ଶ୍ରୀଲଙ୍କା। ଏଥିପାଇଁ ଶ୍ରୀଲଙ୍କା ୨୬୭୫ କୋଟି ଟଙ୍କା ବ୍ୟୟ କରି ଥାଆନ୍ତା। ପ୍ରତିଟି ଯୁଦ୍ଧ ବିମାନକୁ ୩୫ ମିଲିୟନ ଡଲାରରେ କିଣି ଥାଆନ୍ତା ଶ୍ରୀଲଙ୍କା।

ଅଦ୍ୟତନ ହୋଇଛି
ପାକିସ୍ତାନଠାରୁ ଯୁଦ୍ଧ ବିମାନ କିଣିବନି ଶ୍ରୀଲଙ୍କା

srilanka

Advertisment

କୋଲମ୍ବୋ: ପାକିସ୍ତାନରଠାରୁ ଯୁଦ୍ଧ ବିମାନ କିଣିବ ନାହିଁ ଶ୍ରୀଲଙ୍କା। ଭାରତ ଅସନ୍ତୋଷ ପ୍ରକାଶ କରିବା ପରେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନଠାରୁ ଯୁଦ୍ଧ ବିମାନ କିଣିବା ପାଇଁ ଗତ ମଙ୍ଗଳବାର ଘୋଷଣା କରିଥିଲା ଶ୍ରୀଲଙ୍କା। ଏଥିପାଇଁ ଶ୍ରୀଲଙ୍କା ୨୬୭୫ କୋଟି ଟଙ୍କା ବ୍ୟୟ କରି ଥାଆନ୍ତା। ପ୍ରତିଟି ଯୁଦ୍ଧ ବିମାନକୁ ୩୫ ମିଲିୟନ ଡଲାରରେ କିଣି ଥାଆନ୍ତା ଶ୍ରୀଲଙ୍କା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe