/odisha-reporter/media/post_attachments/uploads/2015/06/mahinda-r.jpg)
mahinda rajapaksa
କଲମ୍ବୋ: ଆସନ୍ତା ଅଗଷ୍ଟ ୧୭ ତାରିଖରେ ଶ୍ରୀଲଙ୍କା ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ଆଉ ଏଥିରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକସା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଓହ୍ଲେଇବେ। ରାଜପାକସାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହିଥିବା କୁମାରା ୱେଲଗାମା ଏହି ସୂଚନା ଦେଇଛନ୍ତ। ସେ କହିଛନ୍ତି ୟୁନାଇଟେଡ ପିପୁଲ୍ସ ଫ୍ରିଡମ୍ ଆଲାଏନ୍ସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାଜାପାକସା। ଏହି ମେଣ୍ଟରେଥିବା ସମସ୍ତ ଦଳକୁ ଏକଜୁଟ କରି ତାଙ୍କୁ ଜିତାଇବାକୁ ଚେଷ୍ଟା କରାଯିବ। ଏହି ମେଣ୍ଟରେ ମୁଖ୍ୟ ବିରୋଧୀ ଶ୍ରୀଲଙ୍କା ଫ୍ରିଡମ ପାର୍ଟି ମଧ୍ୟ ସାମିଲ ରହିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
