ମିଛ ଗୁଜବ ନେଇଗଲା ୨୨ ଜୀବନ

ମୁମ୍ବାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନରେ ଏକ ମିଛ ଗୁଜବ ନେଇଗଲା ୨୨ ଜୀବନ। ଦଳା ଚକଟା ଯୋଗୁଁ ୨୨ ଜଣ ଟ୍ରେନ୍‌ ଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ଚିକିତ୍ସିତ ହେଉଛନ୍ତି।

କାଳ ପ୍ରାୟ ସାଢେ ୧୦ଟାରେ ଏହି ଅଘଟଣ ଘଟିଛି। ବର୍ଷା ଯୋଗୁଁ ଏଲଫିନ୍‌ଷ୍ଟୋନ୍ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ ଉପରେ ଅଧିକ ଲୋକ ଥିଲେ। ଏହି ସମୟରେ କେହି ଜଣେ ମିଛରେ ହାଲ୍ଲା କରିଦେଲା ଅଧିକ ଗହଳି ଯୋଗୁଁ ବ୍ରିଜ୍‌ଟି ଭୁଶୁଡ଼ିବା ଅବସ୍ଥାକୁ ଚାଲିଯାଇଛି। ଏହା ଶୁଣି ଲୋକେ ଧାଁଦୌଡ଼ ଆରମ୍ଭ କରି ଦେଇଥିଲେ। ଏଥିଯୋଗୁଁ ଦଳାଚକଟା ହୋଇଥିଲା।

ଆହୁରି ପଢ଼ନ୍ତୁ

ସବୁ ପୁରୁଣା ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର, ଦିନକରେ ୬୩୬୪ ପଜିଟିଭ ଓ ୧୯୮ ମୃତ

ଏଆଇପିସି ମହାରାଷ୍ଟ୍ର ସଭାପତି ପଦରୁ ସଞ୍ଜୟ ଝାଙ୍କ ଇସ୍ତଫା

ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା

ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଜାପାନ

କରୋନା ପାଇଁ ଜେଇଇ ଓ ନିଟ ପରୀକ୍ଷା ଘୁଞ୍ଚିଲା, ଜାଣନ୍ତୁ ନୂଆ ତାରିଖ

ଭୂକମ୍ପରେ ଥରିଲା ରାଜଧାନୀ

ପାକିସ୍ତାନର ବୈଦେଶିକ ମନ୍ତ୍ରୀ କରୋନାରେ ସଂକ୍ରମିତ

ମୋଦିଙ୍କ ବିସ୍ତାରବାଦ ବୟାନର ଜବାବ ଦେଲା ଚାଇନା

ବସ୍‌ ଉପରେ ମାଡ଼ିଗଲା ଟ୍ରେନ, ୨୯ ମୃତକଙ୍କ ମଧ୍ୟରେ ୧୫ ଶିଖ

ମୋଦିଙ୍କ ଗର୍ଜନ ପରେ ଚାଇନାର ନୂଆ ପରାମର୍ଶ

ଆର୍ମି ହସ୍ପିଟାଲରେ ମୋଦି, ଚାଇନା ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ

ବସ ଉପରେ ମାଡ଼ି ଗଲା ଟ୍ରେନ୍, ଚାଲିଗଲା ୧୯ ଜୀବନ