Advertisment

ମିଛ ଗୁଜବ ନେଇଗଲା ୨୨ ଜୀବନ

ମୁମ୍ବାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନରେ ଏକ ମିଛ ଗୁଜବ ନେଇଗଲା ୨୨ ଜୀବନ। ଦଳା ଚକଟା ଯୋଗୁଁ ୨୨ ଜଣ ଟ୍ରେନ୍‌ ଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ଚିକିତ୍ସିତ ହେଉଛନ୍ତି।

କାଳ ପ୍ରାୟ ସାଢେ ୧୦ଟାରେ ଏହି ଅଘଟଣ ଘଟିଛି। ବର୍ଷା ଯୋଗୁଁ ଏଲଫିନ୍‌ଷ୍ଟୋନ୍ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ ଉପରେ ଅଧିକ ଲୋକ ଥିଲେ। ଏହି ସମୟରେ କେହି ଜଣେ ମିଛରେ ହାଲ୍ଲା କରିଦେଲା ଅଧିକ ଗହଳି ଯୋଗୁଁ ବ୍ରିଜ୍‌ଟି ଭୁଶୁଡ଼ିବା ଅବସ୍ଥାକୁ ଚାଲିଯାଇଛି। ଏହା ଶୁଣି ଲୋକେ ଧାଁଦୌଡ଼ ଆରମ୍ଭ କରି ଦେଇଥିଲେ। ଏଥିଯୋଗୁଁ ଦଳାଚକଟା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe