ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ହତ୍ୟା ଘଟଣାରେ ତିନି ଜଣ ସାକ୍ଷୀଙ୍କ ପଲିଗ୍ରାଫ୍ ଟେଷ୍ଟ୍ କରିବାକୁ ଚାହୁଁଛି ଦିଲ୍ଲୀ ପୋଲିସ୍। ଏହି ତିନି ସାକ୍ଷୀ ହେଲେ ନରୈନ ସିଂହ (ଘରୋଇ ସହାୟକ), ବଜରଙ୍ଗୀ (ଡ୍ରାଇଭର) ଓ ଶଶୀ ଥରୁରଙ୍କ ସାଙ୍ଗ ସଞ୍ଜୟ ଦେୱାନ। ପଲିଗ୍ରାଫ୍ ଟେଷ୍ଟ ଜରୁରୀ ବୋଲି ଦାବି କରି ଦିଲ୍ଲୀ ପୁଲିସ୍ ସ୍ଥାନୀୟ ଏକ କୋର୍ଟଙ୍କୁ କହିଛି ଯେ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ସଂପର୍କରେ ଏହି ତିନି ଜଣ ଅନେକ କଥା ଲୁଚାଉଛନ୍ତି। ତାଙ୍କ ମୃତ୍ୟୁ ସହିତ ଜଡ଼ିତ ପ୍ରସଙ୍ଗଗୁଡ଼ିକ ସଂପର୍କରେ ଏହି ତିନି ଜଣ ବେଶ୍ ଭଲ ଭାବେ ଅବଗତ ଅଛନ୍ତି ବୋଲି ଦିଲ୍ଲୀ ପୁଲିସ୍ ଦାବି କରିଛନ୍ତି। ସେହିଭଳି ଏମାନେ ମିଥ୍ୟା ସାକ୍ଷୀ ବି ଦେଇଛନ୍ତି। ଏହା ପରେ କୋର୍ଟ ଏହି ତିନି ସାକ୍ଷୀଙ୍କୁ ମେ’୨୦ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୩ ଘଣ୍ଟା ଛିଡ଼ା ହେବାକୁ ବାଧ୍ୟ କଲେ, ଟଳି ପଡ଼ିଲେ ଡାକ୍ତରୀ ଛାତ୍ର
ଏହି ଘଟଣାରେ ପୁଲିସ ୧୫ ଜଣ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି।
Politics
ବିଜେପିରେ ଯୋଦଗେଲେ କୈଳାଶ ଗେହଲଟ, ଗତକାଲି ଆପରୁ ଇସ୍ତଫା ଦେଇଥିଲେ
ଗତକାଲି ଆପରୁ ଇସ୍ତଫା ଦେଇଥିଲେ କୈଳାଶ ଗେହଲଟ।
National
ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କାହିଁକି GRAP-୪ ଲାଗୁ କରିବାରେ ବିଳମ୍ବ କଲ?
ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାର୍ କରି ଗଲାଣି, ଯହାର ଅର୍ଥ ପ୍ରଦୂଷଣ ଭୟଙ୍କର ସ୍ଥିତିରେ ପହଞ୍ଚିଛି।
National
ଜଳୁଛି ମଣିପୁର: ବିଜେପି-କଂଗ୍ରେସ ଅଫିସ୍ରୁ ଲୁଟ୍, ଜଣେ ମୃତ
ଜିବିରାମ ଜିଲ୍ଲାର ବାବୁପୁରାରେ ସ୍ଥିତ ବିଜେପି ଓ କଂଗ୍ରେସ ଅଫିସରେ ବିକ୍ଷୋଭକାରୀମାନେ ପଶି ଭଙ୍ଗାରୁଜା କରିବା ସହ ଲୁଟ୍ କରିଥିଲେ।
National
ପଶ୍ଚିମବଙ୍ଗରେ ହିଂସା, କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ
ଏହି ମାମଲାରେ ପୁଲିସ ୧୫ ଜଣଙ୍କୁ ଗିରଫ କରିଛି।