Advertisment

ପଦାର୍ଥ ବିଜ୍ଞାନର ନୋବେଲ ପୁରସ୍କାର ପାଇଁ ୨ ବୈଜ୍ଞାନିକ ମନୋନିତ

ଲଣ୍ଡନ: ଚଳିତ ବର୍ଷର ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ଦୁଇ ଜଣ ପଦାର୍ଥ ବିଜ୍ଞାନୀଙ୍କୁ ଏହି ପୁରସ୍କାର ଦିଆଯିବ।  ସେମାନେ ହେଲେ ଜାପାନର ପାଦାର୍ଥ ବିଜ୍ଞାନୀ ତାକାକି କଜିତା ଓ କାନାଡ଼ାର ପଦାର୍ଥ ବିଜ୍ଞାନୀ ତଥା ଅର୍ଥର ବି.ମ୍ୟାକ ଡୋନାଲ୍ଡ। ଏହି ବୈଜ୍ଞାନିକ ଦ୍ୱୟଙ୍କୁ ‘ନ୍ୟୁଟ୍ରିନୋ ଓସାକଲିସିନ୍’ ନ୍ୟୁଟ୍ରୋନର ବସ୍ତୁତ୍ୱ ନେଇ ଗବେଷଣା ଓ ଆବିଷ୍କାର ନେଇ ଏହି ସମ୍ମାନ ମିଳିଛି।

author-image
Rakesh Mallick
ଅଦ୍ୟତନ ହୋଇଛି
ପଦାର୍ଥ ବିଜ୍ଞାନର ନୋବେଲ ପୁରସ୍କାର ପାଇଁ ୨ ବୈଜ୍ଞାନିକ ମନୋନିତ

Takaaki Kajita, Arthur McDonald win Nobel in physics