ଅଦ୍ୟତନ ହୋଇଛି
Takaaki Kajita, Arthur McDonald win Nobel in physics
Advertisment
ଲଣ୍ଡନ: ଚଳିତ ବର୍ଷର ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ଦୁଇ ଜଣ ପଦାର୍ଥ ବିଜ୍ଞାନୀଙ୍କୁ ଏହି ପୁରସ୍କାର ଦିଆଯିବ। ସେମାନେ ହେଲେ ଜାପାନର ପାଦାର୍ଥ ବିଜ୍ଞାନୀ ତାକାକି କଜିତା ଓ କାନାଡ଼ାର ପଦାର୍ଥ ବିଜ୍ଞାନୀ ତଥା ଅର୍ଥର ବି.ମ୍ୟାକ ଡୋନାଲ୍ଡ। ଏହି ବୈଜ୍ଞାନିକ ଦ୍ୱୟଙ୍କୁ ‘ନ୍ୟୁଟ୍ରିନୋ ଓସାକଲିସିନ୍’ ନ୍ୟୁଟ୍ରୋନର ବସ୍ତୁତ୍ୱ ନେଇ ଗବେଷଣା ଓ ଆବିଷ୍କାର ନେଇ ଏହି ସମ୍ମାନ ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/Capture.jpg)