୧୭ ହଜାର ଫୁଟ ଉପରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ: ପ୍ରତିକୂଳ ପରିସ୍ଥିତିରେ ବି ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ । ଲଦାଖ ଓ ସିକିମରେ ବରଫ ଚାଦରରେ ଢାଙ୍କି ହୋଇଥିବା ୧୭ ହଜାର ଫୁଟ ଉଚ୍ଚ ପର୍ବତ ଉପରେ ସୂର୍ଯ୍ୟ ନମସ୍କାର କରିଛନ୍ତି ଯବାନ। ଉତ୍ତରାଖଣ୍ଡରୁ ଅରୁଣାଚଳ ପ୍ରଦେଶ ତଥା ହିମାଳୟର ବରଫରେ ଢଙ୍କା ଯାଇଥିବା ଉଚ୍ଚ ଉଚ୍ଚ ପର୍ବତ ଓ ମଇଦାନରେ ଯୋଗାସନ କରି ସମଗ୍ର ଦେଶକୁ  ‘ମାନବତା ପାଇଁ ଯୋଗ’ର ବାର୍ତ୍ତା ଦେଇଛନ୍ତି ଭାରତ-ତିବ୍ବତ ସୀମା(ITBP)ର ଯବାନମାନେ । ଆଜି ଅନ୍ତର୍ଜାତୀୟ […]

yoga

yoga

Niharika Rout
  • Published: Tuesday, 21 June 2022
  • Updated: 21 June 2022, 12:17 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତିକୂଳ ପରିସ୍ଥିତିରେ ବି ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ । ଲଦାଖ ଓ ସିକିମରେ ବରଫ ଚାଦରରେ ଢାଙ୍କି ହୋଇଥିବା ୧୭ ହଜାର ଫୁଟ ଉଚ୍ଚ ପର୍ବତ ଉପରେ ସୂର୍ଯ୍ୟ ନମସ୍କାର କରିଛନ୍ତି ଯବାନ। ଉତ୍ତରାଖଣ୍ଡରୁ ଅରୁଣାଚଳ ପ୍ରଦେଶ ତଥା ହିମାଳୟର ବରଫରେ ଢଙ୍କା ଯାଇଥିବା ଉଚ୍ଚ ଉଚ୍ଚ ପର୍ବତ ଓ ମଇଦାନରେ ଯୋଗାସନ କରି ସମଗ୍ର ଦେଶକୁ  ‘ମାନବତା ପାଇଁ ଯୋଗ’ର ବାର୍ତ୍ତା ଦେଇଛନ୍ତି ଭାରତ-ତିବ୍ବତ ସୀମା(ITBP)ର ଯବାନମାନେ ।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗମୟ ହୋଇଛି ସମଗ୍ର ଦେଶ ।  ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ଯୋଗ । କରୋନା ଭାଇରସ ଯୋଗୁ ଗତ ୨ ବର୍ଷ ହେବ ସାଧାରଣ ସ୍ଥାନରେ ଯୋଗ ଦିବସ ପାଳନ ବନ୍ଦ ହୋଇଥିବା ବେଳେ  ଚଳିତ ବର୍ଷ ପୁଣି ଥରେ  ସମଗ୍ର ଦେଶରେ ଯୋଗ ନିମନ୍ତେ ଦେଖାଦେଇଛି ଉତ୍ସାହ । ସର୍ବସାଧାରଣ ସ୍ଥାନରେ ପୁଣି ଆରମ୍ଭ ହୋଇଛି ଯୋଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହିଶୁର ପ୍ୟାଲେସରେ  ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ଏହି ଅବସରରେ ପ୍ରାୟ ୧୫ ହଜାର ଲୋକଙ୍କ ସହ  ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

‘ମାନବତା ପାଇଁ ଯୋଗ’ର ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ । ଆଜି ଏହା ପ୍ରମାଣିତ ହୋଇଛି ।’ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ  ଅବସରରେ ସମଗ୍ର  ଦେଶବାସୀଙ୍କୁ ଏପରି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story