ତିରୁପତି: ନୂଆବର୍ଷରେ ଭେଙ୍କେଟେଶ୍ୱର ମନ୍ଦିରକୁ ୩ କୋଟି ଦାନ କଲେ ଶ୍ରଦ୍ଧାଳୁ

ତିରୁପତି: ନୂତନ ବର୍ଷରେ ତିରୁପତିର ଭେଙ୍କେଟେଶ୍ୱର ମନ୍ଦିରକୁ ଦେଶର ବିଭିନ୍ନ ସ୍ଥାନରୁ ୮୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନେ ପ୍ରାୟ ୩ କୋଟି ଟଙ୍କା  ମନ୍ଦିରକୁ ଦାନ କରିଛନ୍ତି। ମନ୍ଦିରର ଲୋକ ସଂପର୍କ ଅଧିକାରୀ ପି ନୀଳିମା କହିଛନ୍ତି ଯେ ନୂଆ ବର୍ଷରେ ଶ୍ରଦ୍ଧାଳୁମାନେ ଭେଙ୍କଟେଶ୍ୱର ମନ୍ଦିରରେ ସୁନା ଓ ଅନ୍ୟ ପ୍ରକାର ଭେଟି ଚଢ଼ାଇବା ବ୍ୟତୀତ ପ୍ରାୟ ୩ କୋଟି ଟଙ୍କା ଦାନ କରିଛନ୍ତି। ଗତକାଲି ଭଗବାନ ଭେଙ୍କଟେଶ୍ୱରଙ୍କୁ ହୀରାର […]

tirupati

tirupati

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 10:27 AM IST

Sports

Latest News

ତିରୁପତି: ନୂତନ ବର୍ଷରେ ତିରୁପତିର ଭେଙ୍କେଟେଶ୍ୱର ମନ୍ଦିରକୁ ଦେଶର ବିଭିନ୍ନ ସ୍ଥାନରୁ ୮୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନେ ପ୍ରାୟ ୩ କୋଟି ଟଙ୍କା  ମନ୍ଦିରକୁ ଦାନ କରିଛନ୍ତି।

ମନ୍ଦିରର ଲୋକ ସଂପର୍କ ଅଧିକାରୀ ପି ନୀଳିମା କହିଛନ୍ତି ଯେ ନୂଆ ବର୍ଷରେ ଶ୍ରଦ୍ଧାଳୁମାନେ ଭେଙ୍କଟେଶ୍ୱର ମନ୍ଦିରରେ ସୁନା ଓ ଅନ୍ୟ ପ୍ରକାର ଭେଟି ଚଢ଼ାଇବା ବ୍ୟତୀତ ପ୍ରାୟ ୩ କୋଟି ଟଙ୍କା ଦାନ କରିଛନ୍ତି।

ଗତକାଲି ଭଗବାନ ଭେଙ୍କଟେଶ୍ୱରଙ୍କୁ ହୀରାର ଆଭୂଷଣରେ ସଜା ଯାଇଥିଲା।

ମନ୍ଦିର ପକ୍ଷରୁ କୁହାଯାଇଛି ଯେ ପ୍ରଥମ ଥର ପାଇଁ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସୁପାରିଶକୁ ଗ୍ରହଣ କରାଯାଇ ନ ଥିଲା। କେବଳ ପ୍ରୋଟୋକଲରେ ଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story