କ୍ୟୁବେକ୍: ଭିଡ଼କୁ ଅଚାନକ ଛୁରା ଆକ୍ରମଣ, ୨ ମୃତ

କ୍ୟୁବେକ୍: କାନାଡ଼ାର କ୍ୟୁବେକ୍ ଅଞ୍ଚଳରୁ ଏକ ବଡ଼ ଆକ୍ରମଣର ଖବର ସାମ୍ନାକୁ ଆସିଛି। ଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣକାରୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କ ମତ୍ୟୁ ଘଟିଥିବା ବେଳେ 5ଜଣ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। ପୁଲିସ୍ ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ମଧ୍ୟଯୁଗୀୟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ନିକଟରୁ ଲମ୍ବା ଓ ଧାରୁଆ ଚାକୁ ପୁଲିସ ଜବତ କରିଛି। କ୍ୟୁବେକ୍ ଆଞ୍ଚଳିକ ସଂସଦ […]

canada

canada

Pragnya Choudhury
  • Published: Sunday, 01 November 2020
  • Updated: 01 November 2020, 02:20 PM IST

Sports

Latest News

କ୍ୟୁବେକ୍: କାନାଡ଼ାର କ୍ୟୁବେକ୍ ଅଞ୍ଚଳରୁ ଏକ ବଡ଼ ଆକ୍ରମଣର ଖବର ସାମ୍ନାକୁ ଆସିଛି। ଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣକାରୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କ ମତ୍ୟୁ ଘଟିଥିବା ବେଳେ 5ଜଣ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି।

ପୁଲିସ୍ ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ମଧ୍ୟଯୁଗୀୟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ନିକଟରୁ ଲମ୍ବା ଓ ଧାରୁଆ ଚାକୁ ପୁଲିସ ଜବତ କରିଛି। କ୍ୟୁବେକ୍ ଆଞ୍ଚଳିକ ସଂସଦ ଭବନ ନିକଟରେ ସେ ଛୁରାମାଡ଼ କରିଛି। ଘଟଣାର ଖବର ପାଇବା ମାତ୍ରେ ପୁଲିସ ଉକ୍ତ ଅଞ୍ଚଳକୁ ଘେରାଉ କରି ଅଭିଯୁକ୍ତକୁ ଧରିବାକୁ ଜାଲ ବିଛାଇଥିଲା।

ତେବେ ନିକଟରେ ଫ୍ରାନ୍ସରେ ଏକାଧିକ ଆତଙ୍କବାଦୀ ଆକ୍ରମଣ ହୋଇଛି। ହେଲେ କାନାଡ଼ାରେ ହୋଇଥିବା ଏହି ଆକ୍ରମଣକୁ ନେଇ ପୁଲିସ କୌଣସି ବୟାନ ଦେଇନାହିଁ।

ପୁଲିସ କହିବା ଅନୁସାରେ, ଭିଡ଼ ଭିତରେ ଆକ୍ରମଣକାରୀ ଅନେକଙ୍କୁ ଛୁରାମାଡ଼ କରିଛି। କ୍ୟୁବେକ୍ ସିଟି ପୁଲିସ ସେଣ୍ଟର ଟ୍ୱିଟରରେ ବୟାନ ଜାରି କରି କହିଛି ଯେ, ରାତି ପ୍ରାୟ 1ଟା ବେଳେ ଆକ୍ରମଣକାରୀକୁ ଗିରଫ କରିଦିଆଯାଇଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଲୋକମାନଙ୍କୁ ଘର ଭିତରେ ରହିବାକୁ ପୁଲିସ ନିର୍ଦ୍ଦେଶ ଦେଇଛି। କାରଣ ଏଭଳି ଆଉ ଏକ ଘଟଣା ଘଟିପାରେ ବୋଲି ପୁଲିସର ଆଶଙ୍କା ରହିଛି। ଅନ୍ୟପଟେ, ଆଉ ଏକ ଆକ୍ରମଣ ହେବାର ଆଶଙ୍କା ବ୍ୟକ୍ତ କରି ଗିରଫ ଆକ୍ରମଣକାରୀର କୌଣସି ପରିଚୟ ପୁଲିସ ସାର୍ବଜନୀନ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story