ହିମାଞ୍ଚଳପ୍ରଦେଶ: ଟନେଲରେ ଫସିଥିବା ୨ ଯୁବକ ଉଦ୍ଧାର, ଜଣେ ନିଖୋଜ

ବିଳାଶପୁର: ହିମାଞ୍ଚଳ ପ୍ରଦେଶର ବିଳାଶପୁର ଜିଲ୍ଲାରେ ୪୦ ମିଟର ଗଭୀର ଏକ ଟନେଲ ମଧ୍ୟରେ ଫସି ରହିଛନ୍ତି ୩ ଯୁବକ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇଥିବା ୨ ଯୁବକଙ୍କ ନାମ ସତୀଶ ତୋମାର ଓ ମଣି ରାମ। ଏହି ଯୁବକମାନେ ଟନେଲ ମଧ୍ୟରେ  ଦୀର୍ଘ ୯ ଦିନ ହେଲା ଫସି ରହିଥିଲା। ତେବେ ଏଥିରେ ଫସି ରହିଥିବା ଆଉ ଜଣେ ଯୁବକଙ୍କ ପତ୍ତା ମିଳୁ ନାହିଁ। ଏହି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ […]

Two men trapped in a tunnel for nine days, rescuers battle odds

Rakesh Mallick
  • Published: Monday, 21 September 2015
  • Updated: 21 September 2015, 11:04 AM IST

Sports

Latest News

Two men trapped in a tunnel for nine days, rescuers battle oddsବିଳାଶପୁର: ହିମାଞ୍ଚଳ ପ୍ରଦେଶର ବିଳାଶପୁର ଜିଲ୍ଲାରେ ୪୦ ମିଟର ଗଭୀର ଏକ ଟନେଲ ମଧ୍ୟରେ ଫସି ରହିଛନ୍ତି ୩ ଯୁବକ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇଥିବା ୨ ଯୁବକଙ୍କ ନାମ ସତୀଶ ତୋମାର ଓ ମଣି ରାମ। ଏହି ଯୁବକମାନେ ଟନେଲ ମଧ୍ୟରେ  ଦୀର୍ଘ ୯ ଦିନ ହେଲା ଫସି ରହିଥିଲା। ତେବେ ଏଥିରେ ଫସି ରହିଥିବା ଆଉ ଜଣେ ଯୁବକଙ୍କ ପତ୍ତା ମିଳୁ ନାହିଁ। ଏହି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ କଠୀନ ପରିଶ୍ରମ ଜାରି ରଖିଛନ୍ତି। ସୋମବାର ସକାଳୁ ଏନଡିଆରଏଫ ଟିମ୍ ଉନ୍ନତମାନର ମେସିନ ବ୍ୟବହାର କରି ଟନେଲ ପାଖରେ ପହଞ୍ଚି ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

[embed]https://www.youtube.com/watch?v=hRj-DsCYpCg[/embed]

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୨ରୁ ଏଠାରେ ୧୨ଶହ ମିଟର ଲମ୍ବା ଏକ ଟନେଲର ନିର୍ମାଣ କାର୍ଯ୍ୟ ଚାଲିଥିଲା। କୌଣସି କାରଣରୁ ଏହି ଟନେଲର ଏକ ଅଂଶ ଭାଙ୍ଗି ପଡିଥିଲା। କିଛି ଘଣ୍ଟା ପରେ ଏହା ମଧ୍ୟରେ କାର୍ଯ୍ୟକରୁଥିବା ୧୦ରୁ ଅଧିକ କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ଏହା ମଧ୍ୟରେ ଥିବା ଅନ୍ୟ ୩ ଜଣ ଯୁବକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ବହୁ ସମୟ ପରେ ଟନେଲ ମଧ୍ୟରେ ଲାଗିଥିବା ହାଇଡେଫିନେସନର କ୍ୟାମେରାରେ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେମାନଙ୍କ ଭଏସ ଓ କ୍ୟାମେରା ମୁଭମେଣ୍ଟକୁ ଭିତ୍ତି କରି ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା ବୋଲି ଏନଡିଆରଏଫର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଫସି ଥିବା ଅନ୍ୟ ଜଣଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ‍‍ବୋଲି ଏନଡିଆରଏଫ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ମେସିନ ପାଣି ପଶି ଯିବାରରୁ ବିଳମ୍ବ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story