ହାଥରସ ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟଙ୍କୁ ଜବାବ ଦେଲେ ଯୋଗୀ ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି। ତେବେ ପୀଡ଼ିତାଙ୍କ ଶବକୁ ୟୁପି ପୁଲିସ ରାତାରାତି ଅନ୍ତିମ ସଂସ୍କାର କରିବା ଘଟଣା ସମସ୍ତଙ୍କୁ ବେଶୀ ବ୍ୟଥିତ କରିଛି। ତରବରିଆ ହୋଇ ପୀଡ଼ିତାଙ୍କ ଶବ ସଂସ୍କାର ଅଧାରାତିରେ କରିବାର କଣ ଆବଶ୍ୟକତା ଥିଲା ଆଉ ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ମଧ୍ୟ ୟୁପି ସରକାରକୁ ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ପ୍ରଶ୍ନର […]

SupremeCourt

SupremeCourt

Pragnya Choudhury
  • Published: Tuesday, 06 October 2020
  • Updated: 06 October 2020, 11:47 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି। ତେବେ ପୀଡ଼ିତାଙ୍କ ଶବକୁ ୟୁପି ପୁଲିସ ରାତାରାତି ଅନ୍ତିମ ସଂସ୍କାର କରିବା ଘଟଣା ସମସ୍ତଙ୍କୁ ବେଶୀ ବ୍ୟଥିତ କରିଛି। ତରବରିଆ ହୋଇ ପୀଡ଼ିତାଙ୍କ ଶବ ସଂସ୍କାର ଅଧାରାତିରେ କରିବାର କଣ ଆବଶ୍ୟକତା ଥିଲା ଆଉ ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ମଧ୍ୟ ୟୁପି ସରକାରକୁ ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ପ୍ରଶ୍ନର ଜବାବ ଦେଇ ସରକାର କହିଛନ୍ତି ଯେ, ପୀଡ଼ିତାଙ୍କ ଶବ ସଂସ୍କାର ଲାଗି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବିରାଟ ଧରଣର ହିଂସାକାଣ୍ଡ ହେବାର ଗୁପ୍ତ ସୂଚନା ମିଳିଥିଲା। ଏଭଳି ପରିସ୍ଥିତିକୁ ରୋକିବାକୁ ରାତିରେ ହିଁ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ କରାଯାଇଛି ବୋଲି ୟୁପି ସରକାର ସୁପ୍ରିମକୋର୍ଟଙ୍କୁ ଜବାବ ଦେଇଛନ୍ତି।

ଯୋଗୀ ସରକାର ହାଥରସ ମାମଲାରେ ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରି ସିବିଆଇ ତଦନ୍ତ ଲାଗି ଦାବି କରିଛି। ବର୍ତ୍ତମାନ ସୁଦ୍ଧା ଗଣଦୁଷ୍କର୍ମ ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବା ସହ କିଛି ବ୍ୟକ୍ତିଗତ ସ୍ୱାର୍ଥ ରଖି ନିରପେକ୍ଷ ତଦନ୍ତ କରାଯିବାକୁ ଦିଆଯାଉ ନ ଥିବା ଯୋଗୀ ସରକାର ଦୃଢ଼ୋକ୍ତି ଦେଇଛି।

ଏହା ପୂର୍ବରୁ ୟୁପି ପୁଲିସ ମହାନିର୍ଦ୍ଦେଶକ ଏଚ.ସି. ଅଓ୍ୱସ୍ଥି ମଧ୍ୟ ଏଭଳି କିଛି ପ୍ରତିକ୍ରିୟା ଦେଇଥିଲେ। ସେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଘଟଣା ଦିନ ରାତିରେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ, ଶବର ଅନ୍ତିମ ସଂସ୍କାର ତରବରିଆ ଭାବେ କରିବାକୁ ବାଧ୍ୟ ହୋଉଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story