ଆମେରିକାର ଦାବି, ବାହାରିଲା କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌

ୱାଶିଂଟନ: କରୋନା ଭାଇରସ୍‌ର ଚିକିତ୍ସା ପାଇଁ ଭ୍ୟାକ୍‌ସିନ୍ ବାହାର କରିଥିବା ନେଇ ଦାବି କରିଛି ଆମେରିକା। ଖୋଦ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଏହି ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସରିଛି। ଏତେ ଶୀଘ୍ର କୌଣସି ରୋଗର ଭ୍ୟାକସିନ ବାହାରିବା ଇତିହାସରେ ପ୍ରଥମ ଘଟଣା। ଏହାଛଡ଼ା କୋଭିଡ-୧୯ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟି ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ବିକଶିତ କରାଯାଉଛି। ବହୁ ଶୀଘ୍ର ଏହି […]

trump-1--1

trump-1--1

Niharika Rout
  • Published: Tuesday, 17 March 2020
  • Updated: 17 March 2020, 08:16 AM IST

Sports

Latest News

ୱାଶିଂଟନ: କରୋନା ଭାଇରସ୍‌ର ଚିକିତ୍ସା ପାଇଁ ଭ୍ୟାକ୍‌ସିନ୍ ବାହାର କରିଥିବା ନେଇ ଦାବି କରିଛି ଆମେରିକା। ଖୋଦ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଏହି ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସରିଛି। ଏତେ ଶୀଘ୍ର କୌଣସି ରୋଗର ଭ୍ୟାକସିନ ବାହାରିବା ଇତିହାସରେ ପ୍ରଥମ ଘଟଣା। ଏହାଛଡ଼ା କୋଭିଡ-୧୯ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟି ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ବିକଶିତ କରାଯାଉଛି। ବହୁ ଶୀଘ୍ର ଏହି ରୋଗର ଔଷଧ ମିଳିଯିବ ବୋଲି ଟ୍ରମ୍ପ କହିଛନ୍ତି।

ଏହି ଭ୍ୟାକସିନ୍‌ର ନାଁ ‘mRNA-1273’ ରଖାଯାଇଛି। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌  (NIH) ର ବୈଜ୍ଞାନିକମାନେ ଏହାକୁ ବିକଶିତ କରିଥିବା କୁହାଯାଇଛି। କିନ୍ତୁ ସର୍ବ ସାଧାରଣଙ୍କ ବ୍ୟବହାର ନିମନ୍ତେ ଏହି ଭ୍ୟାକସିନ୍‌ ଉପଲବ୍ଧ ହେବାକୁ ଆହୁରି ବର୍ଷେରୁ ୧୮ ମାସ ଲାଗିଯିବ ବୋଲି ସୂଚନା ମିଳିଛି।

ଗତକାଲି ଜଣେ ବ୍ୟକ୍ତିଙ୍କଠାରେ ଏହି ଭ୍ୟାକସିନ୍‌ର ପରୀକ୍ଷଣ କରାଯାଇଥିବା ବେଳେ ୧୮ରୁ ୫୫ ବର୍ଷ ବୟସ୍କ ଆହୁରି ୪୫ ଜଣଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ବୋଲି NIH  ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story