ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ଟେଷ୍ଟ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଭାଇରସ ଟେଷ୍ଟ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ରାଜିଲ ପ୍ରତିନିଧି ଦଳର ଜଣେ ବ୍ୟକ୍ତିଙ୍କୁ ଟ୍ରମ୍ପ ଭେଟିଥିଲେ। ଏହାପରେ ହ୍ୱାଇଟ୍ ହାଉସ ତରଫରୁ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଛି। ପରୀକ୍ଷାରେ ନେଗେଟିଭ ବା ଟ୍ରମ୍ପଙ୍କ ଶରୀରରେ କରୋନା ଭାଇରସ ନାହିଁ ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି। ଏଥିସହ ଟ୍ରମ୍ପ ବ୍ରିଟେନ ଏବଂ ଆୟାର୍ଲାଣ୍ଡ ଗସ୍ତ ଉପରେ କଟକଣା ଲଗାଇଛନ୍ତି। ଆମେରିକା ରାଷ୍ଟ୍ରପତି କରୋନା ପରୀକ୍ଷା ନେଇ ସାମ୍ୱାଦିକ […]

trump corona

trump corona

Subhransu Sekhar
  • Published: Sunday, 15 March 2020
  • Updated: 15 March 2020, 11:37 AM IST

Sports

Latest News

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଭାଇରସ ଟେଷ୍ଟ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ରାଜିଲ ପ୍ରତିନିଧି ଦଳର ଜଣେ ବ୍ୟକ୍ତିଙ୍କୁ ଟ୍ରମ୍ପ ଭେଟିଥିଲେ। ଏହାପରେ ହ୍ୱାଇଟ୍ ହାଉସ ତରଫରୁ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଛି। ପରୀକ୍ଷାରେ ନେଗେଟିଭ ବା ଟ୍ରମ୍ପଙ୍କ ଶରୀରରେ କରୋନା ଭାଇରସ ନାହିଁ ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି। ଏଥିସହ ଟ୍ରମ୍ପ ବ୍ରିଟେନ ଏବଂ ଆୟାର୍ଲାଣ୍ଡ ଗସ୍ତ ଉପରେ କଟକଣା ଲଗାଇଛନ୍ତି।

ଆମେରିକା ରାଷ୍ଟ୍ରପତି କରୋନା ପରୀକ୍ଷା ନେଇ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଶୁକ୍ରବାର ସଂଧ୍ୟାରେ ତାଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ଶନିବାର ସଂଧ୍ୟାରେ କରୋନା ପରୀକ୍ଷାର ଫଳାଫଳ ଆସିଥିଲା। ତାଙ୍କ ଶରୀରରେ କରୋନା ନାହିଁ। ଏବେ ତାଙ୍କ ଶରୀରର ତପମାତ୍ରା ସ୍ୱାଭାବିକ ଭାବରେ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ନିଜେ କହିଛନ୍ତି।

ସୂଚନାଯୋଗ୍ୟ, ଚୀନର ଉହାନରୁ ବ୍ୟାପିଥିବା ଏହି ମହାମାରୀ କରୋନା ଭାଇରସ ଏଯାବତ ସାରା ବିଶ୍ୱରେ ୫,୦୦୦ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଚିକିତ୍ସାଧୀନ ରହିଛନ୍ତି। ଶନିବାର ସଂଧ୍ୟା ସୁଦ୍ଧା ଆମେରିକାରେ ୨,୭୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରମ୍ପ ସରକାର ଏହି ମହାମାରୀକୁ ଦେଖି ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story