Advertisment

ପରଲୋକରେ ବଲିଉଡ ଫିଲ୍ମ 'ଭିକି ଡୋନର'ର ଅଭିନେତା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କ ପରଲୋକ ହୋଇଯାଇଛି। ବଲିଉଡର ସୁପରହିଟ୍ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିଲେ ଭୂପେଶ। ସେ ଫୁସ୍‌ଫୁସ୍ କ୍ୟାନସରରେ ଆକ୍ରାନ୍ତ ଥଲେ। ଆଜି ତାଙ୍କର ଦେହାନ୍ତ ହୋଇଛି। ନ୍ୟାଶନାଲ ସ୍କୁଲ୍ ଅଫ୍ ଡ୍ରାମା ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ସେ ଏନଏସଡିର ୨୦୦୧ ବ୍ୟାଚ୍‌ର ଛାତ୍ର ଥିଲେ। विख्यात रंगकर्मी भूपेश कुमार पांड्या ( पूर्व छात्र एनएसडी 2001  बैच ) के  आकस्मिक  निधन  की खबर बेहद  दुखद  है  एनएसडी  […]

ଅଦ୍ୟତନ ହୋଇଛି
ପରଲୋକରେ ବଲିଉଡ ଫିଲ୍ମ 'ଭିକି ଡୋନର'ର ଅଭିନେତା

bhupesh-kumar-pandya

Advertisment

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଭୂପେଶ ପାଣ୍ଡ୍ୟାଙ୍କ ପରଲୋକ ହୋଇଯାଇଛି। ବଲିଉଡର ସୁପରହିଟ୍ ଫିଲ୍ମ 'ଭିକି ଡୋନର'ରେ ଅଭିନୟ କରିଥିଲେ ଭୂପେଶ। ସେ ଫୁସ୍‌ଫୁସ୍ କ୍ୟାନସରରେ ଆକ୍ରାନ୍ତ ଥଲେ। ଆଜି ତାଙ୍କର ଦେହାନ୍ତ ହୋଇଛି। ନ୍ୟାଶନାଲ ସ୍କୁଲ୍ ଅଫ୍ ଡ୍ରାମା ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ସେ ଏନଏସଡିର ୨୦୦୧ ବ୍ୟାଚ୍‌ର ଛାତ୍ର ଥିଲେ।

Advertisment

https://twitter.com/nsd_india/status/1308734110387433476

ଭୂପେଶଙ୍କ ବିୟୋଗରେ ବଲିଉଡ କଳାକାର ମନୋଜ ବାଜପେୟୀ ଏବଂ ଗଜରାଜ ରାଓ ପ୍ରମୁଖ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ନିକଟରେ ଏହି ଦୁଇ ଅଭିନେତା ଭୂପେଶଙ୍କ ଚିକିତ୍ସା ପାଇଁ ଫଣ୍ଡ ଯୋଗାଡ କରୁଥିଲେ। ଭୂପେଶ କ୍ୟାନ୍‌ସର୍‌ର ଷ୍ଟେଜ୍ ଫୋର୍‌ରେ ଥିଲେ।

ଭୂପେଶ ଅନେକ ଓ୍ୱେବ୍ ସିରିଜରେ ମଧ୍ୟ କାମ କରିଥିଲେ।

https://twitter.com/BajpayeeManoj/status/1308742894438809600

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe