/odisha-reporter/media/post_attachments/uploads/2018/09/p.jpg)
p
ସାଣ୍ଟିଆଗୋ: ଗତ ବୁଧବାର ଦକ୍ଷିଣ ଆମେରିକା ରାଷ୍ଟ୍ର ଚିଲେର ୨୦୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଜଧାନୀ ସାଣ୍ଟିଆଗୋଠାରେ ଅନୁଷ୍ଠିତ ଜାତୀୟ ସାମରିକ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା କୁକୁର ସ୍କ୍ୱାଡ୍ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା।
Advertisment
ସବୁଠୁ ବେଶୀ ଆକର୍ଷଣୀୟ ଥିଲା ଗୋଲଡେନ ରିଟ୍ରିଭର୍ ପ୍ରଜାତିର କୁନି କୁକୁର ଛୁଆଙ୍କ ମାର୍ଚ୍ଚପାଷ୍ଟ। ମହିଳା କ୍ୟାଡେଟମାନଙ୍କ ଜ୍ୟାକେଟ ସହ ସଂଲଗ୍ନ ମୁଣିରେ ରଖାଯାଇ ଥିବା ଏହି କୌତୁକିଆ ଶ୍ଵାନ ଶାବକଙ୍କ ମନଲୋଭା ଚାହାଣିର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ଦ୍ଵାରା ଆଦୃତ ହୋଇଛି।
ଦେଖନ୍ତୁ ଭିଡିଓ।
i have 3 words for you on this Thursday:
CHILEAN. POLICE. PUPPERS. pic.twitter.com/yS6B5SYFKW
— J.D. Durkin (@jiveDurkey) 20 September 2018
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
