ଟ୍ରମ୍ପଙ୍କ ଜୋତାରେ ଲାଖିଥିବା କାଗଜ ଆଇଲା କୋଉଠୁ, ଦେଖନ୍ତୁ ଭିଡିଓ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିମାନ ଚଢ଼ିବା ବେଳର ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କାରଣ ବିମାନରେ ଚଢ଼ିବା ବେଳେ ଏକ ଅଜବ ଅଜବ କଥା ଦୃଷ୍ଟିକୁ ଆସିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ଗୋଡ଼ରେ ଏକ ପେପର୍‌ ଲାଗିଥିବା ବେଳେ ଏହାକୁ ସେ ଦେଖି ନ ପାରି ବିମାନ ଭିତରକୁ ପ୍ରବେଶ କରିଥିଲେ। ଭୁଲକ୍ରମେ ଟ୍ରମ୍ପଙ୍କ ଜୋତାରେ ଟଏଲେଟ୍‌ ପେପର୍‌ ଲାଗିଯାଇ ପାରିଥାଏ ବୋଲି କିଛି ଲୋକ କହୁଥିବା ବେଳେ […]

y

y

Hemant Lenka
  • Published: Friday, 05 October 2018
  • Updated: 05 October 2018, 04:36 PM IST

Sports

Latest News

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିମାନ ଚଢ଼ିବା ବେଳର ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କାରଣ ବିମାନରେ ଚଢ଼ିବା ବେଳେ ଏକ ଅଜବ ଅଜବ କଥା ଦୃଷ୍ଟିକୁ ଆସିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ଗୋଡ଼ରେ ଏକ ପେପର୍‌ ଲାଗିଥିବା ବେଳେ ଏହାକୁ ସେ ଦେଖି ନ ପାରି ବିମାନ ଭିତରକୁ ପ୍ରବେଶ କରିଥିଲେ।

ଭୁଲକ୍ରମେ ଟ୍ରମ୍ପଙ୍କ ଜୋତାରେ ଟଏଲେଟ୍‌ ପେପର୍‌ ଲାଗିଯାଇ ପାରିଥାଏ ବୋଲି କିଛି ଲୋକ କହୁଥିବା ବେଳେ ଆଉ କେତେଜଣ କେହି ଜାଣିଶୁଣି ଟ୍ରମ୍ପଙ୍କୁ ଲଜ୍ଜିତ କରିବା ପାଇଁ ଏହାକୁ ତାଙ୍କ ଜୋତାରେ ଲଗାଇ ଦେଇଛି ବୋଲି କହିଛନ୍ତି।
ତଳୁ ବାୟୁସେନା ୱାନ୍‌ର ସ୍ୱତନ୍ତ୍ର ବିମାନରେ ଚଢ଼ିବା ପର୍ଯ୍ୟନ୍ତ ଏହି କାଗଜଟି ଟ୍ରମ୍ପଙ୍କ ବାମପଟ ଜୋତାରେ ଲାଗି ରହିଥିଲା। ତେବେ ସେ ବିମାନରେ ପ୍ରବେଶ କରିବା କ୍ଷଣି କାଗଜଟି ବାହାରି ଯାଇଥିଲା। କିନ୍ତୁ ଏହି ଦୃଶ୍ୟଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ଏହାକୁ ନେଇ ଟ୍ରମ୍ପଙ୍କୁ ପରିହାସ ମଧ୍ୟ କରିଛନ୍ତି।

ଦେଖନ୍ତୁ ଭିଡିଓ
https://twitter.com/twitter/statuses/1048039517922516992

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story