ବାଣ କାରଖାନାରେ ବିସ୍ଫୋରଣ: ୧୧ ମୃତ, ୭ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଜିଲ୍ଲାର ପିଙ୍ଗଲଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବାଣ ତିଆରି କରାଖାନାରେ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଘଟଣା ପରେ ଫ୍ୟାକ୍ଟ୍ରି ମାଲିକ ରଞ୍ଜନ ମୈତି ଫେରାର ହୋଇଯାଇଛି। ଫ୍ୟାକ୍ଟ୍ରିରେ ବାଣ ସହିତ ବୋମା ବି ତିଆରି କରାଯାଉଥିଲା ବୋଲି ଅଭିଯୋଗ ହୋଇଛି। ବିସ୍ଫୋରଣର ତୀବ୍ରତା ଏତେ ଜୋର ଥିଲା ଯେ ପାଖଆଖ ଘରଗୁଡ଼ିକ ଦୋହଲି ଦିଆଯାଇଥିଲା।   

ଆହୁରି ପଢ଼ନ୍ତୁ

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

ଅନଲକ-୫: ଏଣିକି ସାଧାରଣ ସମାବେଶରେ ୧୦୦ ଲୋକଙ୍କୁ ଅନୁମତି

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଆସିଲା ଅନଲକ-୫: ସିନେମା ହଲ ଖୋଲିବାକୁ କେନ୍ଦ୍ରର ଅନୁମତି

ନେପାଳ କରିବ ଅଯୋଧ୍ୟାପୁରୀ ଧାମ, ୪୦ ଏକର ଜମି ମଞ୍ଜୁର

ବାବ୍ରୀ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବ ମୁସଲିମ ପର୍ସନାଲ ଲ’ ବୋର୍ଡ!

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

ମୁଦ୍ରା ଋଣର ଗତି କୁଆଡ଼େ?

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ବାବ୍ରୀ ମସଜିଦ ଭଙ୍ଗା ଘଟଣା: କ’ଣ ପାଇଁ ନିର୍ଦ୍ଦୋଷରେ ଖଲାସ ହୋଇଗଲେ ଅଭିଯୁକ୍ତ

ବାବ୍ରୀ ରାୟ: କଂଗ୍ରେସ ରଖିଲା ଏମିତି ପ୍ରତିକ୍ରିୟା