Advertisment

ବାଣ କାରଖାନାରେ ବିସ୍ଫୋରଣ: ୧୧ ମୃତ, ୭ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଜିଲ୍ଲାର ପିଙ୍ଗଲଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବାଣ ତିଆରି କରାଖାନାରେ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଘଟଣା ପରେ ଫ୍ୟାକ୍ଟ୍ରି ମାଲିକ ରଞ୍ଜନ ମୈତି ଫେରାର ହୋଇଯାଇଛି। ଫ୍ୟାକ୍ଟ୍ରିରେ ବାଣ ସହିତ ବୋମା ବି ତିଆରି କରାଯାଉଥିଲା ବୋଲି ଅଭିଯୋଗ ହୋଇଛି। ବିସ୍ଫୋରଣର ତୀବ୍ରତା […]

ଅଦ୍ୟତନ ହୋଇଛି
ବାଣ କାରଖାନାରେ ବିସ୍ଫୋରଣ: ୧୧ ମୃତ, ୭ ଗୁରୁତର

BengalCracker

Advertisment

କୋଲକାତା: ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଜିଲ୍ଲାର ପିଙ୍ଗଲଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବାଣ ତିଆରି କରାଖାନାରେ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଘଟଣା ପରେ ଫ୍ୟାକ୍ଟ୍ରି ମାଲିକ ରଞ୍ଜନ ମୈତି ଫେରାର ହୋଇଯାଇଛି। ଫ୍ୟାକ୍ଟ୍ରିରେ ବାଣ ସହିତ ବୋମା ବି ତିଆରି କରାଯାଉଥିଲା ବୋଲି ଅଭିଯୋଗ ହୋଇଛି। ବିସ୍ଫୋରଣର ତୀବ୍ରତା ଏତେ ଜୋର ଥିଲା ଯେ ପାଖଆଖ ଘରଗୁଡ଼ିକ ଦୋହଲି ଦିଆଯାଇଥିଲା।   

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe