ଭାରତରେ କେଉଁ ଟିକାର ଦାମ କେତେ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାକୁ ମାତ ଦେବା ପାଇଁ ସରକାର ଦୁଇଟି ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଜାନୁଆରୀ ୩ରେ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନର ବ୍ୟବହାର ପାଇଁ ଅନୁମତି ମିଳିଛି। ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ମଧ୍ୟ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ରାଜ୍ୟରେ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର ଡୋଜ୍ ସବୁ ପହଞ୍ଚି ଗଲାଣି। ଏସବୁ ଭିତରେ ଆଗକୁ ଆହୁରି […]

e

e

Hemant Lenka
  • Published: Wednesday, 13 January 2021
  • Updated: 13 January 2021, 12:50 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନାକୁ ମାତ ଦେବା ପାଇଁ ସରକାର ଦୁଇଟି ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଜାନୁଆରୀ ୩ରେ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନର ବ୍ୟବହାର ପାଇଁ ଅନୁମତି ମିଳିଛି।

ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ମଧ୍ୟ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ରାଜ୍ୟରେ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର ଡୋଜ୍ ସବୁ ପହଞ୍ଚି ଗଲାଣି। ଏସବୁ ଭିତରେ ଆଗକୁ ଆହୁରି ଅନେକ କରୋନା ଟିକା ଭାରତରେ ଉପଲବ୍ଧ ହେବ ବୋଲି ସରକାର ସୂଚନା ଦେଇଛନ୍ତି ।

ସେହିପରି କେଉଁ ଟିକାର ଗୋଟିଏ ଡୋଜର ମୂଲ୍ୟ କେତେ ଟଙ୍କା ରହିବ, ସେକଥା ମଧ୍ୟ ଭାରତ ସରକାର କହିଛନ୍ତି। ନିୟମ ଅନୁସାରେ, ଜଣେ ବ୍ୟକ୍ତିଙ୍କୁ ଯେକୌଣସି କରୋନା ଟିକାର ୨ଟି ଡୋଜ୍ ନେବାକୁ ପଡ଼ିବ। ଏହାପରେ ଯାଇ ସେ କରୋନା ବିରୋଧରେ ଲଢ଼େଇ କରିବାର ଶକ୍ତି ପାଇବେ।

ଆସନ୍ତୁ ଜାଣିବା କେଉଁ ଟିକାର ମୂଲ୍ୟ କେତେ

୧-କୋଭିସିଲ୍ଡର ପ୍ରତି ଡୋଜ୍‌ର ମୂଲ୍ୟ କମ୍ପାନୀ ସରକାରଙ୍କ ପାଇଁ ୨୦୦ ଟଙ୍କା ରଖିଛି। ତେବେ ଘରୋଇ ମାର୍କେଟରେ ଏହା ୧ ହଜାର ଟଙ୍କାରେ ବିକ୍ରି ହେବ।

୨- କୋଭାକ୍ସିନର ୫୫ ଲକ୍ଷ ଡୋଜ୍‌ ସରକାର ଆଣିବେ। ଏହା ମଧ୍ୟରୁ କମ୍ପାନୀ ୧୬.୫୦ ଲକ୍ଷ ଟିକା ମାଗଣାରେ ସରକାରଙ୍କୁ ଦେବ। ଏହାପରେ ବାକି ୩୮.୫୦ ଲକ୍ଷ ଟିକାକୁ ସରକାର ଡୋଜ୍‌ ପିଛା ୨୯୫ ଟଙ୍କାରେ କିଣିବେ।

୩-ଫାଇଜର-ବାୟୋନଟେକର କରୋନା ଟିକା ଡୋଜ୍‌ ପିଛା ଟିକାର ଦର ଭାରତରେ ୧୪୩୧ ଟଙ୍କା ରହିବ।

୪-ମଡର୍ଣ୍ଣା ଟିକାର ଡୋଜ୍‌ ପିଛା ଦର ୨୩୪୮ରୁ ୧୭୧୫ ଟଙ୍କା ମଧ୍ୟରେ ରହିବ।

୫-ସିନୋଫାର୍ମ ପ୍ରସ୍ତୁତ କରିଥିବା କରୋନା ଟିକାର ଡୋଜ୍‌ ପିଛା ଦର ୫୬୫୦ ଟଙ୍କା ଭିତରେ ରହିବ।

୬-ସିନୋଭାକ ବାୟୋଟେକର କରୋନା ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ ୧୦୨୭ ଟଙ୍କାରେ ବିକ୍ରି ହେବ।

୭-ନୋଭାକ୍ସର ଗୋଟିଏ ଡୋଜ୍‌ର ମୂଲ୍ୟ ୧୧୧୪ ଟଙ୍କା ଧ୍ୟାର୍ଯ୍ୟ କରାଯାଇଛି।

୮-ଗାମାଲେୟା ସେଣ୍ଟର ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିଭ-ଭିର ଡୋଜ୍‌ ପିଛା ଦର ୭୩୪ ଟଙ୍କାରୁ କମ ରହିବ।

୯-ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକାର ଡୋଜ୍‌ ପିଛା ଦର ୭୩୪ ଟଙ୍କା ରହିବ ବୋଲି ଭାରତ ସରକାର କହିଛନ୍ତି।

ଅଧିକ ପଢ଼ନ୍ତୁ : ‘ପରିବାର ନୁହେଁ, କେବଳ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story