କାହିଁକି ବିହାର ଯିବେନି ବୋଲି ଋଷି କହିଥିଲେ?

ମୁମ୍ୱାଇ: ବର୍ଷୀୟାନ୍ ଅଭିନେତା ଋଷି କପୁର ଇହଲୀଳା ତ୍ୟାଗ କରିଛନ୍ତି। ଗୁରୁବାର ୬୭ ବର୍ଷ ବୟସରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନୟ ଦୁନିଆରେ ଅତୁଳନୀୟ ପ୍ରଶଂସା ସାଉଁଟିଥିବା ଋଷି ସୋଶାଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ରହୁଥିଲେ। ଦେଶରେ ଘଟୁଥିବା ବିଭିନ୍ନ ବିଷୟରେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସେ ନିଜ ମତ ରଖୁଥିଲେ। ଏଥିପାଇଁ ସେ ଅନେକ ସମାଲୋଚନା ବା ସୋଶାଲ ମିଡିଆ ଭାଷାରେ କହିବାକୁ ଗଲେ ଟ୍ରୋଲର ଶିକାର ହୋଇଛନ୍ତି। […]

Rishi kapoor

Rishi kapoor

Pragnya Choudhury
  • Published: Thursday, 30 April 2020
  • Updated: 30 April 2020, 11:31 AM IST

Sports

Latest News

ମୁମ୍ୱାଇ: ବର୍ଷୀୟାନ୍ ଅଭିନେତା ଋଷି କପୁର ଇହଲୀଳା ତ୍ୟାଗ କରିଛନ୍ତି। ଗୁରୁବାର ୬୭ ବର୍ଷ ବୟସରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନୟ ଦୁନିଆରେ ଅତୁଳନୀୟ ପ୍ରଶଂସା ସାଉଁଟିଥିବା ଋଷି ସୋଶାଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ରହୁଥିଲେ। ଦେଶରେ ଘଟୁଥିବା ବିଭିନ୍ନ ବିଷୟରେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସେ ନିଜ ମତ ରଖୁଥିଲେ। ଏଥିପାଇଁ ସେ ଅନେକ ସମାଲୋଚନା ବା ସୋଶାଲ ମିଡିଆ ଭାଷାରେ କହିବାକୁ ଗଲେ ଟ୍ରୋଲର ଶିକାର ହୋଇଛନ୍ତି। ହେଲେ ଟ୍ରୋଲକୁ ଋଷି କେବେ ଖାତିର୍ କରି ନ ଥିଲେ।

୨୦୧୬ ଏପ୍ରିଲ ୫ରେ ଋଷିଙ୍କ ଏକ ଟ୍ୱିଟ୍ ଖୁବ୍ ଚର୍ଚ୍ଚାକୁ ଆସିଥିଲା। ସେ ସମ୍ପୂର୍ଣ୍ଣ ମଦ ବ୍ରିକ୍ରି ବନ୍ଦ ନେଇ ବିହାର ସରକାରଙ୍କୁ ପ୍ରଶ୍ନ କରିଥିଲେ। ସେ ଟ୍ୱିଟ୍ କରି କହିଥିଲେ, "ବିହାର ସରକାର ଚୋରା ମଦ କାରବାରକୁ ପ୍ରଶ୍ରୟ ଦେବା ଭଳି ନିଷ୍ପତ୍ତି ନେଇଛନ୍ତି। ସାରା ଦୁନିଆରେ ମଦ ଉପରେ ପ୍ରତିବନ୍ଧକ ଅସଫଳ ହୋଇଛି। ଜାଗ୍ରତ ହୁଅ। ବିହାର, ତୁମକୁ ରାଜସ୍ୱରେ ୩ ହଜାର କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ହେବ।"

ସେହିପରି ଆଉ ଏକ ଟ୍ୱିଟ୍ କରି ଋଷି ପୁଣି କହିଥିଲେ ଯେ, "ମଦ ପାଇଁ ୧୦ ବର୍ଷ ଜେଲ ଦଣ୍ଡ, ଅବୈଧ ଅସ୍ତ୍ରଶସ୍ତ୍ର ରଖିଲେ ୫ ବର୍ଷ ? ଓ୍ୱାଃ ନୀତିଶ୍! ମୁଁ ବିହାର ଯିବି ନାହିଁ! ୨୦୧୬ରେ ଆପଣ ଏତେ ମାତ୍ରାରେ ଅଦୂରଦର୍ଶୀ କିପରି ହୋଇଗଲେ?"

ଏହି ଟ୍ୱିଟ୍ ସହ ଋଷି କପୁର ୧୯୮୩ରେ ରିଲିଜ୍ 'କୂଲି' ଫିଲ୍ମର ଏକ ଫଟୋ ଶେୟାର କରିଥିଲେ। ଆଉ ଫଟୋ କ୍ୟାପସନରେ ଲେଖିଥିଲେ, "କୂଲି ଫିଲ୍ମ ସମୟରୁ ପିଇବା ଅଭ୍ୟାସ କରୁଛି। ହେଲେ ସିଗାରେଟ୍ ଆଉ ମଦ କ୍ଷତିକାରକ ଅଟେ। ଦୟାକରି ଏହାଠାରୁ ଦୂରେଇ ରୁହନ୍ତୁ।"

ପ୍ରକାଶ ଥାଉ କି, ବଲିଉଡ୍ ମହାନାୟକ ଅମିତାଭ୍ ବଚ୍ଚନଙ୍କ ଟ୍ୱିଟ୍ ପରେ ଋଷି କପୁରଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଲା। ସେ ୨ ବର୍ଷ ହେଲା କ୍ୟାନସର ରୋଗରେ ପୀଡ଼ିତ ଥିଲେ। ଆମେରିକାରେ ୧ ବର୍ଷ କାଳ ଚିକିତ୍ସିତତ ହୋଇ ଗତ ସେପ୍ଟେମ୍ୱରରେ ସେ ଭାରତ ଫେରିଥିଲେ। ତେବେ କିଛିଦିନ ହେଲା ଶ୍ୱାସକ୍ରିୟା ଜନିତ ସମସ୍ୟା ଲାଗି ରହିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story