ଚୋରି ହେଲା ଚେନ୍‌ ଆଉ ତା ପରେ...

ଯୋଧପୁର(ରାଜସ୍ଥାନ): ସ୍ଥାନୀୟ ଖୌଜଡଲି ଗ୍ରାମରେ ନିକଟରେ ଏକ ବଡ଼ ମେଳା ହେଉଥିଲା। ତମାମ୍‌ ଗାଁର ଲୋକ ଏଠି ଏକାଠି ହୋଇଥିଲେ। ଏହି ସମୟରେ ମେଳା ବୁଲି ଆସିଥିବା ପାରସି ଦେବୀଙ୍କ ବେକରୁ ଏକ ଦାମିକିଆ ସୁନା ଚେନ୍‌ କେହି ଲୁଟି ନେଇ ଚାଲିଗଲା। ପାରସି ସ୍ଥାନୀୟ ଅଞ୍ଚଳର ଏକ ବିତ୍ତଶାଳୀ ପରିବାର ସହ ସମ୍ପୃକ୍ତ ଥିବାରୁ କଥାଟା ସଙ୍ଗେ ସଙ୍ଗେ ରାଷ୍ଟ୍ର ହୋଇଗଲା। ୪ ତୋଳା ସୁନାର ଚେନ୍‌ ଚୋରି ହୋଇଥିବାରୁ ଗାଁ ଲୋକେ ନିଜ  ଗ୍ରାମର […]

mmmm

mmmm

Mihir Pattnayak
  • Published: Monday, 24 September 2018
  • Updated: 24 September 2018, 07:59 PM IST

ଯୋଧପୁର(ରାଜସ୍ଥାନ): ସ୍ଥାନୀୟ ଖୌଜଡଲି ଗ୍ରାମରେ ନିକଟରେ ଏକ ବଡ଼ ମେଳା ହେଉଥିଲା। ତମାମ୍‌ ଗାଁର ଲୋକ ଏଠି ଏକାଠି ହୋଇଥିଲେ। ଏହି ସମୟରେ ମେଳା ବୁଲି ଆସିଥିବା ପାରସି ଦେବୀଙ୍କ ବେକରୁ ଏକ ଦାମିକିଆ ସୁନା ଚେନ୍‌ କେହି ଲୁଟି ନେଇ ଚାଲିଗଲା।

ପାରସି ସ୍ଥାନୀୟ ଅଞ୍ଚଳର ଏକ ବିତ୍ତଶାଳୀ ପରିବାର ସହ ସମ୍ପୃକ୍ତ ଥିବାରୁ କଥାଟା ସଙ୍ଗେ ସଙ୍ଗେ ରାଷ୍ଟ୍ର ହୋଇଗଲା। ୪ ତୋଳା ସୁନାର ଚେନ୍‌ ଚୋରି ହୋଇଥିବାରୁ ଗାଁ ଲୋକେ ନିଜ  ଗ୍ରାମର ସମ୍ମାନ ରଖିବାକୁ ତୁରନ୍ତ ଗାଁ ଲୋକଙ୍କ ପାଖରୁ ଟଙ୍କା ଆଦାୟ କଲେ। ପାଖାପାଖି ୧ ଲକ୍ଷ ୫୦ ହଜାର ଟଙ୍କା ଆଦାୟ ହେବା ପରେ ପାରସିଙ୍କୁ ଏହା ଦିଆଗଲା।

ହେଲେ ପାରସି ଏହି ଟଙ୍କା ନେବାକୁ ମନାକଲେ।

ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାର କାରଣ କ’ଣ ବୋଲି ପଚାରିଲେ। ଏ କଥା ଶୁଣିବା ପରେ ପାରସି ଯାହା କହିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ପାରସି ଜଣେ ଶିକ୍ଷିତ ମହିଳା ହୋଇଥିବାରୁ ଜମା ହୋଇଥିବର ଉକ୍ତ ଟଙ୍କାକୁ ନିଜେ ଗ୍ରହଣ କରିବାକୁ ମନାକଲେ ଆଉ ନିଜ ହାତରୁ ୫ ହଜାର ଟଙ୍କା ଦେଇ ଗୋଟିଏ ସିସି କ୍ୟାମେରା କିଣି ଆଣିବାକୁ ପରାମର୍ଶ ଦେଲେ।

ତାଙ୍କ କହିବା ମୁତାବକ ଏହି ଟଙ୍କା ନେଇ ସେ ହୁଏତ ଗହଣା କିଣି ପାରିବେ। କିନ୍ତୁ ଏ ସ୍ଥାନର ସମସ୍ୟା ସୁଧିରିବ ନାହିଁ। ଫଳରେ ଆଉ କେହି କାଲି ପୁଣି ଲୁଟ୍‌ର ଶିକାର ହେବେ। ଏଣୁ ଏହି ସମସ୍ୟାରୁ ମୁକୁଳିବା ପାଇଁ ସିସିଟିଭି ଲଗାଇବା ଏକ ଭଲ ପଦକ୍ଷେପ ହେବା ବୋଲି ସେ କହିଥିଲେ। ତାଙ୍କ କଥା ଶୁଣିବା ପରେ ଉପସ୍ଥିତ ତମାମ ଗ୍ରାମବାସୀ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story