Advertisment

ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଏବେ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ପରିଭାଷା ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକମାନେ ଏଣିକି ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ଭାବେ ପରିଗଣିତ ହେବେ। ଅର୍ଥାତ ସରକାର ଛାପା ଗଣମାଧ୍ୟମ ପରି ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ତାଲିକାଭୁକ୍ତ କରିବେ। 'Working journalist' definition to include digital and electronic media journalists as well.#AatmaNirbharShramik #BadegaRozgar #SatyamevJayateShrameyJayate pic.twitter.com/39lJ1KaEOw — Ministry of Labour (@LabourMinistry) September 23, 2020 ଆଜି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏନେଇ […]

ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଏବେ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ପରିଭାଷା ଅନ୍ତର୍ଭୁକ୍ତ

working

Advertisment

ନୂଆଦିଲ୍ଲୀ: ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକମାନେ ଏଣିକି ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ଭାବେ ପରିଗଣିତ ହେବେ। ଅର୍ଥାତ ସରକାର ଛାପା ଗଣମାଧ୍ୟମ ପରି ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ତାଲିକାଭୁକ୍ତ କରିବେ।

Advertisment

https://twitter.com/LabourMinistry/status/1308733102735405056?s=20
ଆଜି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଆଜି ଯୁଗାନ୍ତକାରୀ ଶ୍ରମ ଆଇନ ପାଇଁ ତିନିଟି ଶ୍ରମ ସିଂହିତା ପାରିତ କରାଯାଇଛି। ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସକୁ ଏଥିରେ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି।
https://twitter.com/LabourMinistry/status/1308737003845017600?s=20

ତେବେ ଏଥିରେ ଗଣମାଧ୍ୟମ ବାବଦରେ ମଧ୍ୟ ଉଲ୍ଲେଖ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିଲିଜରେ କୁହାଯାଇଛି, ଏଣିକି ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ପରିଭାଷାରେ ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ସ୍ଥାନ ପାଇବେ। ନୂଆ ଭାରତର ନୂଆ ଶ୍ରମ ସହିଂତାରେ ଏହା ସ୍ଥାନ ପାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe