ତାପମାତ୍ରା ୨ ଡିଗ୍ରୀ ବି ବଢ଼ିଲେ ୧୦୦ କୋଟି ଲୋକଙ୍କ ଉପରେ ଅଗ୍ନି ବର୍ଷିବ!

ଲଣ୍ଡନ: ସମସ୍ତଙ୍କୁ ବିଚଳିତ କରିବା ଭଳି ତଥ୍ୟ ଦେଇଛନ୍ତି ପାଣିପାଗ ବିଜ୍ଞାନୀ। ବ୍ରିଟେନ ପାଣିପାଗ ବିଭାଗର ରିପୋର୍ଟରେ କୁହାଯାଇଛି ଯେ ଯଦି ବିଶ୍ୱର ତାପମାତ୍ରା ୨ ଡିଗ୍ରୀ ବି ବଢ଼ିଯାଏ, ତା’ହେଲେ ଉତ୍ତାପ ଚାପ (ହିଟ୍‌ ଷ୍ଟ୍ରେସ)ରେ ପ୍ରାୟ ୧୫ ଗୁଣା ବୃଦ୍ଧି ଦେଖିବାକୁ ମିଳିପାରେ। ଏହାଦ୍ୱାରା ପୃଥିବୀର ପ୍ରତ୍ୟେକ କ୍ଷେତ୍ରରେ ରହୁଥିବା ଲୋକମାନେ ପ୍ରଭାବିତ ହେବେ। ଖରା ଓ ଆର୍ଦ୍ରତର ମିଶ୍ରଣ ପରେ ହିଁ ହିଟ୍‌ ଷ୍ଟ୍ରେସକୁ ଧାର୍ଯ୍ୟ କରାଯାଏ। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, […]

Heat-Wave

Heat-Wave

Hemant Lenka
  • Published: Thursday, 11 November 2021
  • Updated: 11 November 2021, 04:29 PM IST

Sports

Latest News

ଲଣ୍ଡନ: ସମସ୍ତଙ୍କୁ ବିଚଳିତ କରିବା ଭଳି ତଥ୍ୟ ଦେଇଛନ୍ତି ପାଣିପାଗ ବିଜ୍ଞାନୀ। ବ୍ରିଟେନ ପାଣିପାଗ ବିଭାଗର ରିପୋର୍ଟରେ କୁହାଯାଇଛି ଯେ ଯଦି ବିଶ୍ୱର ତାପମାତ୍ରା ୨ ଡିଗ୍ରୀ ବି ବଢ଼ିଯାଏ, ତା’ହେଲେ ଉତ୍ତାପ ଚାପ (ହିଟ୍‌ ଷ୍ଟ୍ରେସ)ରେ ପ୍ରାୟ ୧୫ ଗୁଣା ବୃଦ୍ଧି ଦେଖିବାକୁ ମିଳିପାରେ। ଏହାଦ୍ୱାରା ପୃଥିବୀର ପ୍ରତ୍ୟେକ କ୍ଷେତ୍ରରେ ରହୁଥିବା ଲୋକମାନେ ପ୍ରଭାବିତ ହେବେ। ଖରା ଓ ଆର୍ଦ୍ରତର ମିଶ୍ରଣ ପରେ ହିଁ ହିଟ୍‌ ଷ୍ଟ୍ରେସକୁ ଧାର୍ଯ୍ୟ କରାଯାଏ।

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ହିଟ୍‌ ଷ୍ଟ୍ରେସ ଦ୍ୱାରା ୬୮ ମିଲିୟନ ଲୋକ ପ୍ରଭାବିତ ହେଉଛନ୍ତି। ବିଶ୍ୱର ତାପାମାତ୍ରା ଯଦି ୨ ଡିଗ୍ରୀ ବଢ଼ିବ, ତା’ହେଲେ ୧୦୦ କୋଟି ଲୋକ ପ୍ରଭାବିତ ହେବ। ସେମାନେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭବ କରିବେ। ଯଦି ତାପମାତ୍ରା ୪ ଡିଗ୍ରୀ ବଢ଼ିବ, ତା’ହେଲେ ପୃଥିବୀର ଅଧାରୁ ଅଧିକ ଲୋକ ପ୍ରବଳ ଗରମର ପଞ୍ଝାରେ ପଡ଼ି ଆଉଟ ପାଉଟ ହେବେ।

ପାଣିପାଗ ବିଭାଗରେ ଜଳବାୟୁ ପ୍ରଭାବ ମୁଖ୍ୟ ବୈଜ୍ଞାନିକ ଡକ୍ଟର ଆଣ୍ଡି ହାର୍ଟଲି କହିଛନ୍ତି ଯେ ତାପାମାତ୍ରା ଉପରକୁ ଯିବା ଅର୍ଥ ହେଉଛି ଯେ ଲୋକମାନେ ଅତ୍ୟଧିକ ବିପଦରେ ଫସିବେ। ଯେଉଁମାନେ ବାହାରକୁ କୌଣସି କାରଣ ପାଇଁ ବାହାରକୁ ଆସୁଛନ୍ତି, ସେମାନଙ୍କ ଉପରେ ଅଧିକ ବିପଦ ରହିଛି।

ତାପାମତ୍ରା ଓ ଗୁଳିଗୁଳି ଯଦି ୩୨ ଡିଗ୍ରୀ ଉପରେ ରହୁଛି, ତା’ହେଲେ ଏହା ଲୋକଙ୍କ ଉପରେ କୁପ୍ରଭାବ ପକାଇବା ଆରମ୍ଭ କରିଥାଏ। ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ଯୋଗୁ ଏବେ ପୃଥିବୀ ତାପମାତ୍ରା ବୃଦ୍ଧି ପାଉଛି। ଏହାକୁ ହ୍ରାସ କରିବା ଜରୁରୀ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story