ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍: ୩୨ ମୃତ, ଶତାଧିକ ଆହତ

କାଇରୋ, ଇଜିପ୍ଟ: ଶୁକ୍ରବାର ଦୁଇ ଟ୍ରେନ ମୁହାଁମୁହିଁ ହେବା ପରେ ଇଜିପ୍ଟରେ ବଡ଼ ଦୁର୍ଘଟଣା ଘଟିଛି। ଏଥିରେ ଖବର ଲେଖାହେବା ସୁଦ୍ଧା ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୪ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛି। ଇଜିପ୍ଟର ସୋହାଗ ପ୍ରାନ୍ତରେ ଥିବା ତହତା (Tahta district of Sohag province) ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ରାଜଧାନୀ କାଇରୋରୁ ୪୬୦ କିଲୋମିଟର ଦୂରରେ ଏହି […]

EGYPT-Train-Accident

EGYPT-Train-Accident

Subhransu Sekhar
  • Published: Friday, 26 March 2021
  • Updated: 26 March 2021, 06:58 PM IST

Sports

Latest News

କାଇରୋ, ଇଜିପ୍ଟ: ଶୁକ୍ରବାର ଦୁଇ ଟ୍ରେନ ମୁହାଁମୁହିଁ ହେବା ପରେ ଇଜିପ୍ଟରେ ବଡ଼ ଦୁର୍ଘଟଣା ଘଟିଛି। ଏଥିରେ ଖବର ଲେଖାହେବା ସୁଦ୍ଧା ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୪ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛି।

ଇଜିପ୍ଟର ସୋହାଗ ପ୍ରାନ୍ତରେ ଥିବା ତହତା (Tahta district of Sohag province) ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ରାଜଧାନୀ କାଇରୋରୁ ୪୬୦ କିଲୋମିଟର ଦୂରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ବାବଦରେ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଆମ୍ୱୁଲାନ୍ସ ପହଞ୍ଚିଥିଲା। ଘଟଣାସ୍ଥଳରେ ୩୨ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ୮୪ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ହସ୍ପିଟାଲରେ ଆହତ ମାନଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।

https://twitter.com/EgyptTodayMag/status/1375421566385799168?s=20

ସୂଚନାଯୋଗ୍ୟ, ନିକଟ କିଛି ବର୍ଷରେ ଇଜିପ୍ଟରେ ଟ୍ରେନ ଦୁର୍ଘଟଣା ଅତିମାତ୍ରାରେ ବଢ଼ି ଚାଲିଛି। ରେଳ ଲାଇନର ଭିତ୍ତିଭୂମୀ ଦୁର୍ବଳ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଏହା ପୂର୍ବରୁ ରାଜଧାନୀ କାଇରୋରେ ୨୦୦୨ରେ ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୩୭୩ ଜଣ ମୃତ୍ୟୁ ବରଣ କରିଥିଲେ। ଯାହାକି ସବୁଠାରୁ ଭୟଙ୍କର ଦୁର୍ଘଟଣା ଥିଲା।

ସେହିପରି ଗତବର୍ଷ ମାର୍ଚ୍ଚରେ ଦୁଇ ଯାତ୍ରିବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୧୩ ଜଣ ଆହତ ହୋଇଥିଲେ। ପାଣିପାଗ ଖରାପ ଏବଂ ସିଗନାଲରେ ତ୍ରୁଟି ଥିବାରୁ ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story