ଜାହାଜରେ ଲାଗିଲା ନିଆଁ, ବୁଡିଗଲା ୩,୯୫୬ଟି ଦାମୀ କାର୍‌

ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, ପୋର୍ସ, ଅଡି ଭଳି ଦାମୀ କାର ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳିଯାଇଥିଲା।  ଆଟଲାଣ୍ଟିକ୍ ମହାସାଗରର ଏଜୋରେସ ଆଇଲ୍ୟାଣ୍ଡ ନିକଟରେ ଜାହାଜରେ ନିଆଁ ଲାଗିଯାଇଥିଲା। ବୁଧବାର ଅପରାହ୍ଣରେ ଏହି ଦୁର୍ଘଟଣା ହୋଇଥିଲା। ଭକ୍ସଓ୍ୱାଗନ କଂପାନିର ସୂଚନା ଅନୁଯାୟୀ ଜାହାଜରେ ୩ ହଜାର ୯୬୫ଟି ଦାମୀ ତଥା ଲଗ୍‌ଜୁରୀ କାର ଥିଲା। ସେହିପରି ଜାହାଜରେ ପୋର୍ସ କଂପାନୀର ୧୧ଶହ କାର ଥିଲା। ତେବେ କାର୍‌ […]

cargo ship fire

cargo ship fire

Madhupriya Mistry
  • Published: Friday, 18 February 2022
  • Updated: 18 February 2022, 02:17 PM IST

Sports

Latest News

ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, ପୋର୍ସ, ଅଡି ଭଳି ଦାମୀ କାର ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳିଯାଇଥିଲା।  ଆଟଲାଣ୍ଟିକ୍ ମହାସାଗରର ଏଜୋରେସ ଆଇଲ୍ୟାଣ୍ଡ ନିକଟରେ ଜାହାଜରେ ନିଆଁ ଲାଗିଯାଇଥିଲା। ବୁଧବାର ଅପରାହ୍ଣରେ ଏହି ଦୁର୍ଘଟଣା ହୋଇଥିଲା।

ଭକ୍ସଓ୍ୱାଗନ କଂପାନିର ସୂଚନା ଅନୁଯାୟୀ ଜାହାଜରେ ୩ ହଜାର ୯୬୫ଟି ଦାମୀ ତଥା ଲଗ୍‌ଜୁରୀ କାର ଥିଲା। ସେହିପରି ଜାହାଜରେ ପୋର୍ସ କଂପାନୀର ୧୧ଶହ କାର ଥିଲା। ତେବେ କାର୍‌ ଗୁଡିକ ସମୁଦ୍ରର ଗଭୀର ପାଣି ଭିତରେ ବୁଡି ଯାଇଥିବା ବେଳେ ଜାହାଜରେ ଥିବା ୨୨ କ୍ରୁ ମେମ୍ବରଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଉକ୍ତ ଜାହାଜଟି ଜର୍ମାନୀର ଇଡେନ୍‌ରୁ ଆସୁଥିଲା। ଏହି ସମୟରେ ଏଭଳି ଦୁର୍ଘଟଣା ଘଟିଛି।

ପର୍ତ୍ତୁଗିଜ୍ ନୌସେନା ଓ ବାୟୁସେନା ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପର୍ତ୍ତୁଗିଜ୍ ନୌସେନାର ସୂଚନା ଅନୁଯାୟୀ ଜାହାଜଟି ସଂପୂର୍ଣ୍ଣ ଜଳିବା ପୂର୍ବରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଏକ ହୋଟେଲ୍‌ରେ ରଖାଯାଇଛି। ତେବେ ଜାହାଜରେ କିଭଳି ନିଆଁ ଲାଗିଲା ସେ ନେଇ କିଛି ସୂଚନା ମିଳିନାହିଁ। ସମୁଦ୍ର ମଝିରେ ଜଳୁଥିବା ଏହି ଜାହାର ଫଟୋକୁ ପର୍ତ୍ତୁଗିଜ୍ ନୌସେନା ସୋଶାଲ ମିଡିଆରେ ଶେଆର କରିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା କୋର୍ଗୋ ଜାହାଜର ନାଁ ଫେଲିସିଟି ଏସ୍‌ ଥିବା ଜଣାପଡିଛି।

ସୂଚନା ମୁତାବକ, ୨୦୧୯ରେ ବି ଆମେରିକାରେ ଏଭଳି ଦୁର୍ଘଟଣା ଘଟିଥିଲା।  ଏକ କାର ବୋଝେଇ କାର୍ଗୋ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ହଜାର ବିଳାସପୂର୍ଣ୍ଣ କାର୍‌ ନଷ୍ଟ ହୋଇଯାଇଥିଲା।

An entire cargo ship loaded with Porche and VW cars is up for grabs : r/Damnthatsinteresting

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story