Advertisment

ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି‌ଥରେ ଶାସନ କ୍ଷମତାକୁ ଆସିବା ପାଇଁ ମନବଳାଇଛନ୍ତି। ଏ‌ଥିପାଇଁ ୨୦୨୪ରା ହେବାକଚ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦତା କରିବେ। ଆଜି ଏନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଏଥିସହ ରାଷ୍ଟ୍ରପତି ଲାଗି ବିଡ୍‌ ଦାଖଲ କରିଛନ୍ତି ଟ୍ରମ୍ପ।  ଆମେରିକା ନ୍ୟୁଜ୍ ଏଜେନ୍ସ ଏଏଫପି ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ  ଭାଗ ନେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ମିଶାଇ […]

ଟ୍ରମ୍ପଙ୍କ ଭବିଷ୍ୟବାଣୀ: ତାଇୱାନରେ ହୋଇପାରେ ଆକ୍ରମଣ, ଚାଇନା ବେଶ ଉତ୍ସାହର ସହ ଚାହିଁଛି

Trump

Advertisment

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି‌ଥରେ ଶାସନ କ୍ଷମତାକୁ ଆସିବା ପାଇଁ ମନବଳାଇଛନ୍ତି। ଏ‌ଥିପାଇଁ ୨୦୨୪ରା ହେବାକଚ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦତା କରିବେ। ଆଜି ଏନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଏଥିସହ ରାଷ୍ଟ୍ରପତି ଲାଗି ବିଡ୍‌ ଦାଖଲ କରିଛନ୍ତି ଟ୍ରମ୍ପ।  ଆମେରିକା ନ୍ୟୁଜ୍ ଏଜେନ୍ସ ଏଏଫପି ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ  ଭାଗ ନେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି ।

Advertisment

ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଟ୍ରମ୍ପ ଆମେରିକାବାସୀଙ୍କୁ ନିରାଶ କରିଛନ୍ତି । ତେଣୁ ଏଥର ନିର୍ବାଚନରେ ସେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ ନାହିଁ ବୋଲି ବାଇଡେନ୍ ରେକଠୋକ୍ କହିଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସେ ଆମେରିକାକୁ ବିକାଶର ଶୀର୍ଷରେ ପହଞ୍ଚାଇବେ ବୋଲି କହିଛନ୍ତି ।

ଆମେରିକାର ଦୁଇଟି ରାଜନୈତିକ ଦଳ ମଧ୍ୟରୁ ବିଦ୍ଧିବଧଭାବେ ପ୍ରାର୍ଥୀତ୍ବ ଘୋଷଣା କରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ। ୨୦୧୭ରେ ଆମେରିକାର ରିପବ୍ଲିକାନ୍ ପାର୍ଟି ତରଫରୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲା ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe