‘ମାଇଁ ନେମ ଇଜ୍ କ୍ଲିଓ’, ନିଖୋଜର ୧୮ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଶିଶୁ କନ୍ୟା

ସିଡ୍‌ନୀ: ଶୀର୍ଷକ ପଢ଼ି ଆପଣ ସାମନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ହେଲେ ଏମିତି ଗୋଟିଏ ଅବିଶ୍ୱସନୀୟ ଘଟଣା ଘଟିଛି। ଦୀର୍ଘ ୧୮ ଦିନ ତଳେ ଅପହରଣ ହୋଇଥିବା ଜଣେ ୪ ବର୍ଷର ଶିଶୁକନ୍ୟାକୁ ଶେଷରେ ଗୋଟିଏ ବନ୍ଦ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଟି ଗୋଟିଏ ଘର ଭିତରେ ବନ୍ଦ ହୋଇ ରହିଥିଲେ ମଧ୍ୟ ଆଦୌ ଭୟଭୀତ ନଥିଲା। ସେ ଉଦ୍ଧାରକାରୀ ଦଳଙ୍କୁ ଦେଖିବା ମାତ୍ରେ “ମାଇଁ ନେମ ଇଜ୍‌ କ୍ଲିଓ” ବୋଲି କହି ନିଜର ପରିଚୟ […]

cloe

cloe

Hemant Lenka
  • Published: Wednesday, 03 November 2021
  • Updated: 03 November 2021, 05:17 PM IST

Sports

Latest News

ସିଡ୍‌ନୀ: ଶୀର୍ଷକ ପଢ଼ି ଆପଣ ସାମନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ହେଲେ ଏମିତି ଗୋଟିଏ ଅବିଶ୍ୱସନୀୟ ଘଟଣା ଘଟିଛି। ଦୀର୍ଘ ୧୮ ଦିନ ତଳେ ଅପହରଣ ହୋଇଥିବା ଜଣେ ୪ ବର୍ଷର ଶିଶୁକନ୍ୟାକୁ ଶେଷରେ ଗୋଟିଏ ବନ୍ଦ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଟି ଗୋଟିଏ ଘର ଭିତରେ ବନ୍ଦ ହୋଇ ରହିଥିଲେ ମଧ୍ୟ ଆଦୌ ଭୟଭୀତ ନଥିଲା।

ସେ ଉଦ୍ଧାରକାରୀ ଦଳଙ୍କୁ ଦେଖିବା ମାତ୍ରେ “ମାଇଁ ନେମ ଇଜ୍‌ କ୍ଲିଓ” ବୋଲି କହି ନିଜର ପରିଚୟ ଜଣାଇଥିଲା। ଏହା ଦେଖି ଉଦ୍ଧାରକାରୀ ଦଳ ଆଶ୍ଚର୍ଯ୍ୟ ହେବା ସହ ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, କ୍ଲିଓ ସ୍ମିଥ ପଶ୍ଚିମ ଅଷ୍ଟ୍ରେଲିଆର ଗୋଟିଏ ଦୁର୍ଗମ ଅଞ୍ଚଳରେ ନିଜ ବାପା ମା’ଙ୍କ ସହ ଟେଣ୍ଟରେ ରହୁଥିଲେ। ହଠାତ୍‌ ୧୮ ଦିନ ତଳେ ସେ ଟେଣ୍ଟରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଅପହରଣ କରାଯାଇଥିବା ଖବର ମିଳିବା ପରେ ଆକାଶ, ସମୁଦ୍ର ଓ ସ୍ଥଳ ପଥରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ୧୦୦ରୁ ଅଧିକ ଅଫିସର ଶତାଧିକ କର୍ମଚାରୀ କ୍ଲିଓକୁ ଖୋଜିବାରେ ଲାଗି ପଡ଼ିଥିଲେ।

କିନ୍ତୁ ସମୟ ବିତିବା ସହ ଅନେକ ଲୋକ ତାଙ୍କ ଜୀବନର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେବେ କାରନାରଭନ ନାମକ ଉପକୂଳ ସହରରେ ଥିବା ଗୋଟିଏ ବନ୍ଦ ଘରେ ଉଦ୍ଧାରକାରୀ ଦଳ ରାତି ବେଳା ରେଡ୍‌ କରିଥିଲେ। ରାତି ପ୍ରାୟ ୧ଟା ବେଳେ ୪ ଜଣ ଉଦ୍ଧାରକାରୀ ଦଳ ଘର ଭିତକୁ ପାଚେରୀ ଡେଇଁ ଯାଇଥିଲେ।

ଏହି ସମୟରେ କ୍ଲିଓ ବନ୍ଦ ଘରେ ଏକାକୀ ଓ ଜୀବିତ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ହଠାତ୍‌ ଜଣେ ଉଦ୍ଧାରକାରୀ ଦଳ ତାଙ୍କୁ ନାଁ ପଚାରିଥିଲେ। ୩ ଥର ସଦସ୍ୟ ଜଣଙ୍କ ନାଁ ପଚାରିବା ପରେ ଶିଶୁକନ୍ୟାଟି ବେଧଡ଼କ “ମାଇଁ ନେମ ଇଜ୍‌ କ୍ଲିଓ” ବୋଲି ଉତ୍ତର ଦେଇଥିଲେ।

2ng13slgକ୍ଲିଓଙ୍କୁ ଜୀବନ ଅବସ୍ଥାରେ ଠାବ କରିବା ପରେ ଉଦ୍ଧାରକାରୀ ଦଳ ମଧ୍ୟ ଖୁସିରେ କାନ୍ଦି ପକାଇଥିଲେ। ଶେଷରେ ତାଙ୍କୁ ହସ୍ପିଟାଲ ନିଆ ଯିବା ସହ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପୁଲିସ୍ କ୍ଲିଓ ହସ୍ପିଟାଲ ବେଡ୍‌ରେ ଗୋଟିଏ ଆଇସ ପପ୍‌ ଧରି ସ୍ମିତ ହାସ୍ୟ ଦେବା ବେଳର ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ଲିଓ ନିଖୋଜ ହେବା ଦିନ ଠାରୁ ତାଙ୍କ ବାପା ମା’ଙ୍କ ସହ ପୂରା ଅଞ୍ଚଳର ଲୋକ ପ୍ରାର୍ଥନା କରିଥିଲେ। ସତକୁ ସତ ଈଶ୍ୱର ସେମାନଙ୍କ କଥା ଶୁଣିଛନ୍ତି ଓ କ୍ଲିଓ ସୁରକ୍ଷିତ ଘରକୁ ଫେରିଥିବା ଅନେକ ଲୋକ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story