Advertisment

ସିରିଜ ବୋମା ବିସ୍ଫୋରଣରେ ୫ ମୃତ, ୨୦ ଆହତ

ଇସଲାମାବାଦ: ପାକିସ୍ତାନର ଲାହୋରରେ ଭୟଙ୍କର ସିରିଜ ବିସ୍ଫୋରଣ ହୋଇଛି। ଗୁରୁବାର ଗୋଟିଏ ପରେ ଗୋଟିଏ ହୋଇ ୪ ଥର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ସହରର ଲାହୋର ଗେଟ୍‌ ପାଖରେ ଥିବା ଅନରାକଲି ମାର୍କେଟରେ ଏହି ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଦୋକାନ ଏବଂ ବିଲ୍ଡିଂଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା କେତେକ […]

ଅଦ୍ୟତନ ହୋଇଛି
ସିରିଜ ବୋମା ବିସ୍ଫୋରଣରେ ୫ ମୃତ, ୨୦ ଆହତ

Blast in lahore

Advertisment

ଇସଲାମାବାଦ: ପାକିସ୍ତାନର ଲାହୋରରେ ଭୟଙ୍କର ସିରିଜ ବିସ୍ଫୋରଣ ହୋଇଛି। ଗୁରୁବାର ଗୋଟିଏ ପରେ ଗୋଟିଏ ହୋଇ ୪ ଥର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ସହରର ଲାହୋର ଗେଟ୍‌ ପାଖରେ ଥିବା ଅନରାକଲି ମାର୍କେଟରେ ଏହି ବିସ୍ଫୋରଣ ହୋଇଛି।

Advertisment

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଦୋକାନ ଏବଂ ବିଲ୍ଡିଂଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା କେତେକ ଗାଡି ମଟର ମଧ୍ୟ ଖଣ୍ଡ ବିଖଣ୍ଡିତ ହୋଇପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟଲରେ ଭର୍ତ୍ତି କରିଛନ୍ତି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଏହି ବିସ୍ଫୋରଣ କିଏ ଘଟାଇଲା ଓ କାହିଁକି ସେ ନେଇ କିଛି ସୂଚନା ମିଳିନାହିଁ।

ପାକିସ୍ତାନ ମିଡିଆ ରିପୋର୍ଟ ମୁତାବକ, ଏକ ବାଇକ୍‌ରେ ଥିବା ବିସ୍ଫୋରକ ସାମଗ୍ରୀରୁ ଏହି ବିସ୍ଫୋରଣ ହୋଇଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବା ସମ୍ଭାବନା ରିହଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe