ୟୁକ୍ରେନ୍‌ ସଙ୍କଟ: ଆମେରିକା ଓ ଚୀନ ମଧ୍ୟରେ ଆଲୋଚନା  

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି  ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଥିଲା ।  ଯୁଦ୍ଧ ଯୋଗୁଁ କାହାରି ହିତସାଧନ ହେବ ନାହିଁ ବୋଲି ଆଲୋଚନା ବେଳେ ଜିନ ପିଙ୍ଗ କହିଛନ୍ତି। ୟୁକ୍ରେନ ଯୁଦ୍ଧ ପରି ଏକ ସଂକଟକୁ କେହି ଚାହୁଁନଥିଲେ  ସଙ୍କଟର ସମାଧାନ  ପାଇଁ ଉଭୟ ଆମେରିକା ଓ ଚୀନ ମିଳିତଭାବେ […]

baiden-xing-ping

baiden-xing-ping

Tapas Behera
  • Published: Saturday, 19 March 2022
  • Updated: 19 March 2022, 09:14 AM IST

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି  ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଥିଲା ।  ଯୁଦ୍ଧ ଯୋଗୁଁ କାହାରି ହିତସାଧନ ହେବ ନାହିଁ ବୋଲି ଆଲୋଚନା ବେଳେ ଜିନ ପିଙ୍ଗ କହିଛନ୍ତି। ୟୁକ୍ରେନ ଯୁଦ୍ଧ ପରି ଏକ ସଂକଟକୁ କେହି ଚାହୁଁନଥିଲେ  ସଙ୍କଟର ସମାଧାନ  ପାଇଁ ଉଭୟ ଆମେରିକା ଓ ଚୀନ ମିଳିତଭାବେ ଦାୟିତ୍ୱ ର୍ନିବାହ କରିବା ଉଚିତ ବୋଲି ଜିନପିଙ୍ଗ କହିଥିବା ଚୀନ ସରକାରୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ଆଲୋଚନା ପୂର୍ବରୁ ଆମେରିକାର ବିଦେଶ ସଚିବ ଆନ୍ଥୋନି ବ୍ଲିନକେନ କହିଥିଲେ ଯେ ଚୀନ ସିଧାସଳଖ ରୁଷକୁ ସହାୟତା କରିବାକୁ ବିଚାର କରୁଥିବା ଜଣାପଡ଼ିଛି ।  ଚୀନ ଯଦି ରୁଷକୁ କୌଣସି ପ୍ରକାରେ ସହାୟତା କରେ ତେବେ ସେଥିପାଇଁ ବେଜିଂକୁ ତାହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ କହିଥିଲେ।

ସେପଟେ ଯୁଦ୍ଧର ୨୪ ଦିନ  ପରେ ୟୁକ୍ରେନ ରାଜଧାନୀ କିଭ୍ ଠୁ ଖାର୍କିଭ୍, ଲିଭିବ୍ ଓ ମାରିୟୁପୋଲ, ସବୁ ସହର ଉପରେ ଘନ ଘନ ଆକ୍ରମଣ ଚଳାଇଛି ଋଷ।   ୟୁକ୍ରେନର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିୟୁପୋଲରେ ଦିନକୁ ପଡ଼ୁଛି ୫୦ରୁ ୧୦୦ ବୋମା । ସହରର ୮୦ ପ୍ରତିଶତ ବାସଗୃହ କ୍ଷତିଗ୍ରସ୍ତ ହୋଇଛି  । ରୁଷୀୟ ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହୋଇଥିବା  ଡ୍ରାମା ଥିଏଟର୍ ବିଲ୍ଡିଂରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଥିଏଟର୍ ବିଲ୍ଡିଂରେ ଆଶ୍ରୟ ନେଇଥିବା ହଜାରେରୁ ଅଧିକ ଲୋକଙ୍କୁ ଭିତରୁ କେତେ ମୃତାହତ ହୋଇଛନ୍ତି, ଏଯାଏଁ ସ୍ପଷ୍ଟ ହୋଇନି।  ଗତକାଲି ସକାଳୁ ରୁଷୀୟ ରୋଷର ଶିକାର ହୋଇଛି ପଶ୍ଚିମ ୟୁକ୍ରେନୀୟ ସହର ଲିଭିବ୍  । ସେଠାକାର ବିମାନବନ୍ଦ ଉପରେ ମିଜାଇଲ୍ ମାଡ଼ ହେବା ଫଳରେ ପ୍ରମୁଖ ଟର୍ମିନାଲ କ୍ଷତିଗ୍ରସ୍ତ ହୋଇଛି ।  ପାଖରେ ଥିବା ଏକ ବିମାନ ମରାମତି କାରଖାନାରେ ମଧ୍ୟ ଲଗାତାର ୩ଟି ବଡ଼ ବିସ୍ଫୋରଣ ହୋଇଥିବା କୁହାଯାଉଛି । ରୁଷ ବ୍ଲାକ୍ ସିରୁ ଲିଭିବକୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ, ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story