କରୋନା ଭାଇରସ ଚାଇନିଜ୍‌ ଲ୍ୟାବ୍‌ରୁ ହୋଇଛି ଲିକ୍‌!

ୱାଶିଂଟନ: ସାରା ବିଶ୍ୱରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସର ଉତ୍ପତ୍ତିକୁ ନେଇ ପୁଣି ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି। ମହାମାରୀ ରୂପ ଧାରଣ କରିଥିବା ଏହି ଭାଇରସ କୌଣସି ମାଂସ ମାର୍କେଟରୁ ନୁହେଁ ବରଂ ଚାଇନାର ଉହାନରେ ଥିବା ଲ୍ୟାବ୍‌ରୁ ହିଁ ଲିକ୍‌ ହୋଇଥିବା ଆମେରିକାର ରିପବ୍ଲିକାନ୍ସ ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଛି। ପୂର୍ବରୁ ମଧ୍ୟ ଅନେକ ଥର ଚାଇନାର ଉହାନ ଲ୍ୟାବ୍‌ରୁ ଭାଇରସ ଲିକ୍‌ ହୋଇ ମଣିଷ ଜାତିକୁ ସଂକ୍ରମିତ କରିଥିବା ରିପୋର୍ଟ […]

Wuhan

Wuhan

Hemant Lenka
  • Published: Monday, 02 August 2021
  • Updated: 02 August 2021, 08:30 PM IST

Sports

Latest News

ୱାଶିଂଟନ: ସାରା ବିଶ୍ୱରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସର ଉତ୍ପତ୍ତିକୁ ନେଇ ପୁଣି ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି। ମହାମାରୀ ରୂପ ଧାରଣ କରିଥିବା ଏହି ଭାଇରସ କୌଣସି ମାଂସ ମାର୍କେଟରୁ ନୁହେଁ ବରଂ ଚାଇନାର ଉହାନରେ ଥିବା ଲ୍ୟାବ୍‌ରୁ ହିଁ ଲିକ୍‌ ହୋଇଥିବା ଆମେରିକାର ରିପବ୍ଲିକାନ୍ସ ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଛି।

ପୂର୍ବରୁ ମଧ୍ୟ ଅନେକ ଥର ଚାଇନାର ଉହାନ ଲ୍ୟାବ୍‌ରୁ ଭାଇରସ ଲିକ୍‌ ହୋଇ ମଣିଷ ଜାତିକୁ ସଂକ୍ରମିତ କରିଥିବା ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ରିପବ୍ଲିକାନ୍ସ ରିପୋର୍ଟରେ ମାଂସ ବଜାରରୁ ଏହି ଭାଇରସର ଉତ୍ପତ୍ତି ହୋଇଥିବା ଖବରକୁ ଖାରଜ କରାଯାଇଛି।

ଏଥିରେ କୁହାଯାଏ ଯେ ସେପ୍ଟେମ୍ବର ପୂର୍ବରୁ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (WIV)ରୁ ଏହା ଲିକ୍ ହୋଇଥିବା ଯଥେଷ୍ଟ ପ୍ରମାଣ ରହିଛି। ଲିକ୍‌ ହେବାର ବହୁ ମାସ ପରେ ଏହି ରୋଗ ଲୋକ ଲୋଚନାକୁ ଆସିଥିଲା। ଆମେ ବର୍ତ୍ତମାନ ବିଶ୍ୱବାସୀଙ୍କୁ କହିବାକୁ ଚାହୁଁଛୁ ଯେ ଉହାନର ମାଂସ ବଜାରକୁ କରୋନାର ଉତ୍ପତ୍ତି ସ୍ଥଳ ଭାବେ ବିଚେଚନା କରାଯିବା ଠିକ୍‌ ନୁହେଁ।

ଏହି ଦାବିକୁ ଅଗ୍ରାହ୍ୟ କରିବାର ସମୟ ଆସି ଯାଇଛି। ଆମ ପାଖରେ ଏମିତି କିଛି ପ୍ରମାଣ ରହିଛି ଯେ ଯାହା କରୋନା ଭୂତାଣୁ ଉହାନ ଲ୍ୟାବରୁ ଲିକ୍‌ ହୋଇଥିବା ଦାବିକୁ ସ୍ପଷ୍ଟ କରୁଛି। ଏହା ୨୦୧୯ ମସିହା ସେପ୍ଟମ୍ବର ୧୨ର କିଛି ଦିନ ପୂର୍ବରୁ ଲିକ୍‌ ହୋଇଥିଲା। ଏହାପରେ ସମଗ୍ର ବିଶ୍ୱକୁ ଧୀରେଧୀରେ ବ୍ୟାପିଥିଲା। ପ୍ରାଥମିକ ଅବସ୍ଥାରେ ଏହାକୁ ଲୁଚାଇବାକୁ ବହୁତ ପ୍ରୟାସ କରାଯାଇଥିଲା। ହେଲେ ଏହା ସମ୍ଭବ ହୋଇପାରି ନଥିଲା।

ବୈଦେଶିକ ବ୍ୟାପାର କମିଟିର ବରିଷ୍ଠ ରିପବ୍ଲିକାନ୍ ମାଇକ୍ ମ୍ୟାକକାଲ୍ ରିପବ୍ଲିକାନ୍ ପ୍ୟାନେଲର କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟକୁ ରିଲିଜ କରିଛନ୍ତି। ଏଥି ସହିତ ସେ କୋଭିଡ-୧୯ର ଉତ୍ପତ୍ତି ବିଷୟରେ ଦ୍ୱିପାକ୍ଷିକ ତଦନ୍ତ ପାଇଁ ଆହ୍ୱାନ କରିଛନ୍ତି।

ରିପବ୍ଲିକାନ୍ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ ଯେଉଁ ଲ୍ୟାବରୁ ଏହା ଲିକ୍‌ ହୋଇଛି, ସେଠାରେ ସୁରକ୍ଷା ପ୍ରୋଟୋକଲ୍ ଠିକ୍ ନଥିଲା। ଉହାନ ଲ୍ୟାବରେ ଚାଇନାର ବୈଜ୍ଞାନିକମାନେ କରୋନା ଭାଇରସ ଦ୍ୱାରା ମଣିଷକୁ ସଂକ୍ରମିତ କରିବା ପାଇଁ ଏହାକୁ ବିକଶିତ କରିବା ଉପରେ କାର୍ଯ୍ୟ କରୁଥିଲେ ବୋଲି ରିପୋର୍ଟରେ କୁହାଯାଇଛି।

ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ଉଭୟ ଆମେରିକା ଓ ଚାଇନା ସରକାର ଆର୍ଥିକ ସହାୟତା କରୁଥିଲେ। ଆମେରିକାର ଶୀର୍ଷ ସଂକ୍ରାମକ ରୋଗର ବିଶେଷଜ୍ଞ ଡା ଆନ୍ଥୋନୀ ଫସି ମଧ୍ୟ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ହଜାର ହଜାର ଡଲାରର ପାଣ୍ଠି ଯୋଗାଇ ଦିଆଯାଇଥିବା ସ୍ୱୀକାର କରିଥିଲେ। ତେଣୁ ଏହି ଅର୍ଥରେ କରୋନା ଭାଇରସ ଉପରେ ପରୀକ୍ଷା କରାଯାଉଥିବା କୁହାଯାଉଛି।

ଅନ୍ୟପକ୍ଷରେ ରିପବ୍ଲିକାନ୍ ପାର୍ଟିର ଏହି ରିପୋର୍ଟରେ କରାଯାଇଥିବା ଦାବି ଦେଶର ସୁରକ୍ଷା ଏଜେନ୍ସିର ତଦନ୍ତ ଠାରୁ ଭିନ୍ନ ଅଟେ। ବର୍ତ୍ତମାନ ସୁଦ୍ଧା ଆମେରିକାର ସୁରକ୍ଷା ଏଜେନ୍ସି କରୋନାର ଉତ୍ପତ୍ତି ବିଷୟରେ କୌଣସି ବିଧିବଦ୍ଧ ପ୍ରମାଣ ପାଇନାହିଁ। ମେ ମାସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକୁ କୋଭିଡ -୧୯ର ଉତ୍ପତ୍ତି ବିଷୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story