ଟ୍ୱିଟରକୁ ଟକ୍କର ଦେବ ଟ୍ରମ୍ପଙ୍କ 'ଟ୍ରୁଥ ସୋଶାଲ'

ୱାଶିଂଟନ: ଟ୍ୱିଟରକୁ ଟକ୍କର ଦେବେ ଅମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବ୍ୟାନ୍‌ ପରେ ନିଜର ସୋଶାଲ ମିଡିଆ ପ୍ଲାଟଫର୍ମ ତିଆରି କଲେ ଟ୍ରମ୍ପ। ଏନେଇ ସେ ବଡ ଘୋଷଣା କରିଛନ୍ତି। ସେ ନିଜର ସୋଶାଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋଶାଲ’ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ଟ୍ୱିଟରକୁ ଟାର୍ଗେଟ କରି କହିଛନ୍ତି ଯେ, ‘ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍ ଏବଂ ଏହାର ‘ଟ୍ରୁଥ୍ ସୋସିଆଲ୍’ ଆପ୍ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବଡ଼ […]

Trump

Trump

Madhupriya Mistry
  • Published: Thursday, 21 October 2021
  • Updated: 21 October 2021, 10:45 AM IST

Sports

Latest News

ୱାଶିଂଟନ: ଟ୍ୱିଟରକୁ ଟକ୍କର ଦେବେ ଅମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବ୍ୟାନ୍‌ ପରେ ନିଜର ସୋଶାଲ ମିଡିଆ ପ୍ଲାଟଫର୍ମ ତିଆରି କଲେ ଟ୍ରମ୍ପ। ଏନେଇ ସେ ବଡ ଘୋଷଣା କରିଛନ୍ତି। ସେ ନିଜର ସୋଶାଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ ସୋଶାଲ' ଲଞ୍ଚ କରିବାକୁ ଘୋଷଣା କରିଛନ୍ତି।

ଟ୍ରମ୍ପ ଟ୍ୱିଟରକୁ ଟାର୍ଗେଟ କରି କହିଛନ୍ତି ଯେ, 'ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍ ଏବଂ ଏହାର ‘ଟ୍ରୁଥ୍ ସୋସିଆଲ୍’ ଆପ୍ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବଡ଼ ବୈଷୟିକ କମ୍ପାନିଗୁଡିକ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି କରିବା। ଆମେ ଏପରି ଏକ ଦୁନିଆରେ ବାସ କରୁଛୁ ଯେଉଁଠି ଟ୍ୱିଟରରେ ସାଧାରଣ ଲୋକଙ୍କ ସମେତ ତାଲିବାନର ମଧ୍ୟ ଉପସ୍ଥିତି ରହିଛି। ତଥାପି ଆପଣମାନଙ୍କ ପ୍ରିୟ ଆମେରିକାର ରାଷ୍ଟ୍ରପତି ଏହା ଦେଖି ବି ଚୁପ୍ ରହିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ମୁଁ ବିଗ୍ ଟେକ୍‌ର ଅତ୍ୟାଚାର ବିରୁଦ୍ଧରେ ଠିଆ ହେବା ପାଇଁ ଟ୍ରୁଥ୍ ସୋଶାଲ୍ ଏବଂ ଟିଏମଟିଜି ତିଆରି କରିଛି।'

କୁହାଯାଉଛି ଯେ, ଟ୍ରମ୍ପଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ସହିତ ସମାନ ହେବ, ଯେଉଁଥିରେ ସୋସିଆଲ ମିଡିଆ ବ୍ୟବହାରକାରୀ ସେମାନଙ୍କର ଚିନ୍ତାଧାରା, ଫଟୋ ଏବଂ ଭିଡିଓ ଶେୟାର କରିପାରିବେ। କମ୍ପାନୀ କହିଛି ଯେ ଏହା ଏକ ଭିଡିଓ-ଅନ୍-ଡିମାଣ୍ଡ ସେବା ଯୋଜନା କରୁଛି ଯେଉଁଥିରେ ମନୋରଞ୍ଜନ ପ୍ରୋଗ୍ରାମିଂ, ନ୍ୟୁଜ୍ ଏବଂ ପୋଡକାଷ୍ଟ ଅନ୍ତର୍ଭୂକ୍ତ ହେବ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୬ ତାରିଖରେ ଟ୍ୱିଟର ଏବଂ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ କରିଥିଲା। ସେ ଆମେରିକା ସଂସଦରେ ଭଙ୍ଗରୁଜା କରିଥିବା ବିରୋଧୀଙ୍କୁ ସେ ଉସକାଇଥିବା ଅଭିଯୋଗ ହୋଇଥିଲା। ସେବେଠାରୁ ସେ ସୋଶାଲ ମିଡିଆକୁ ଫେରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story