ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଏକାକୀ ୧୪ ଶହ କିମି ଗଲେ ୧୧ ବର୍ଷର ବାଳକ, ପାଖରେ ଥିଲା ମା’ର ଚିଠି

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ପୁଣି ଗୋଟିଏ ଭାବବିହ୍ୱଳ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ରୁଷର ପ୍ରଚଣ୍ଡ ଆକ୍ରମଣ ଯୋଗୁ ଜଣେ ୧୧ ବର୍ଷୀୟ ବାଳକ ତାଙ୍କ ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି। ପିଲାଟିର ଭବିଷ୍ୟତ ପାଇଁ ବାପା ମା’ ତାଙ୍କୁ ୟୁକ୍ରେନର ସୀମାନ୍ତ ଦେଶକୁ ଏକାକୀ ଛାଡ଼ି ଦେଇଛନ୍ତି। ପିଲାଟି ମଧ୍ୟ ବାପା ମା’ଙ୍କ କଥାରେ ଏକାକୀ ୧୪ ଶହ କିମି ଯାତ୍ରା କରି ସୀମାନ୍ତରେ ପହଞ୍ଚିଛନ୍ତି। ସୀମାନ୍ତକୁ ଆସିବା ବେଳେ […]

Boy

Boy

Hemant Lenka
  • Published: Tuesday, 08 March 2022
  • Updated: 08 March 2022, 04:50 PM IST

Sports

Latest News

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ପୁଣି ଗୋଟିଏ ଭାବବିହ୍ୱଳ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ରୁଷର ପ୍ରଚଣ୍ଡ ଆକ୍ରମଣ ଯୋଗୁ ଜଣେ ୧୧ ବର୍ଷୀୟ ବାଳକ ତାଙ୍କ ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି। ପିଲାଟିର ଭବିଷ୍ୟତ ପାଇଁ ବାପା ମା’ ତାଙ୍କୁ ୟୁକ୍ରେନର ସୀମାନ୍ତ ଦେଶକୁ ଏକାକୀ ଛାଡ଼ି ଦେଇଛନ୍ତି।

ପିଲାଟି ମଧ୍ୟ ବାପା ମା’ଙ୍କ କଥାରେ ଏକାକୀ ୧୪ ଶହ କିମି ଯାତ୍ରା କରି ସୀମାନ୍ତରେ ପହଞ୍ଚିଛନ୍ତି। ସୀମାନ୍ତକୁ ଆସିବା ବେଳେ ସେ ନିଜ ସହ ମା’ଙ୍କ ସ୍ମୃତି ଭାବେ ଗୋଟିଏ ହାତ ଲେଖା ଚିଠି ନିଜ ସହ ଆଣିଛନ୍ତି। ୟୁକ୍ରେନର ଦକ୍ଷିଣ-ପୂର୍ବ ପ୍ରାନ୍ତରେ ଥିବା ଜାପୋରଜିୟାରୁ ପିଲାଟି ଦୀର୍ଘ ୧୪ କିମି ଯାତ୍ରା କରି ସୀମାନ୍ତ ଦେଶ ସ୍ଲୋଭାକିଆରେ ପହଞ୍ଚିଛନ୍ତି।

ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ କାହାର ସହାୟତା ନ ନେଇ ପିଲାଟି ଏକାକୀ ସ୍ଲୋଭାକିଆରେ ପହଞ୍ଚିଥିଲେ। ଏବେ ସେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେ ନିଜର ହସ, ସାହାସିକତା ଓ ପ୍ରତିବଦ୍ଧତା ବଳରେ ସମସ୍ତଙ୍କ ହୃହୟ ଜିତି ନେଇଛନ୍ତି। ସେ ଜଣେ ପ୍ରକୃତ ହିରୋ।

ରୁଷ ସହ ଲଢ଼େଇ କରିବା ପାଇଁ ପିଲାଟିର ବାପା ମା’ ୟୁକ୍ରେନରେ ରହିବାକୁ ଚାହିଁଥିଲେ। ତେଣୁ ତାଙ୍କୁ ସେମାନେ ଅନ୍ୟତ୍ର ଚାଲି ଯିବାକୁ କହିଥିଲେ। ପିଲାଟି ମଧ୍ୟ ବାପା ମା’ଙ୍କୁ ଭୁଲି ଏକାକୀ ସ୍ଲୋଭାକିଆରେ ଯାଇଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

ସ୍ଲୋଭାକିଆ ମନ୍ତ୍ରଣାଳୟ ମଧ୍ୟ ପିଲାଟି ସୁରକ୍ଷିତ ଭାବେ ଆସିଥିବା କଥା କହିଛି। ଏଥିସହ ପିଲାଟିର କିଛି ଫୋଟ ମଧ୍ୟ ସ୍ଲୋଭାକିଆ ସରକାର ପୋଷ୍ଟ କରିଛନ୍ତି। ସ୍ଲୋଭାକିଆ ପକ୍ଷରୁ କୁହାଯାଇଛି ଯେ ପିଲାଟି ଗୋଟିଏ ପ୍ଲାଷ୍ଟିକ ବ୍ୟାଗ, ନିଜର ପାସପୋର୍ଟ ଓ ହାତର କିଛି ଫୋନ ନମ୍ବର ଲେଖି ଏଠାକୁ ଆସିଛନ୍ତି।

ସ୍ୱେଚ୍ଛାସେବୀମାନେ ପିଲାଟିକୁ ସୁରକ୍ଷିତ ସ୍ଥାନକୁ ନେବା ସହ ଖାଦ୍ୟ ଓ ପିଇବା ପାଇଁ ପାଣି ଦେଇଥିଲେ। ମା’ଙ୍କ ଚିଠି ଓ ହାତରେ ଲେଖାଥିବା ଫୋନ ନମ୍ବର ଯୋଗୁ ସ୍ଲୋଭାକିଆରେ ରହୁଥିବା ପିଲାଟିର ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ସେମାନେ ତା’କୁ ନିଜ ସହ ନେଇ ଯାଇଛନ୍ତି।

ସୂଚନାଯୋଗ୍ୟ, ୟୁକ୍ରେନରେ ଭୀଷଣ ଯୁଦ୍ଧ ପରିସ୍ଥିତି ଦେଖାଯାଇଥିବାରୁ ଲକ୍ଷାଧିକ ଲୋକ ଦେଶ ଛାଡ଼ି ଶରଣାର୍ଥୀ ଭାବେ ପଡ଼ୋଶୀ ଦେଶକୁ ଯିବାରେ ଲାଗିଛନ୍ତି। ଇତି ମଧ୍ୟରେ ପ୍ରାୟ ୧୭ ଲକ୍ଷ ଲୋକ ୟୁକ୍ରେନରୁ ବିଭିନ୍ନ ଦେଶକୁ ଚାଲି ଯାଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story