ପାକିସ୍ତାନ ସ୍ଥିତି ସାଂଘାତିକ: ୫୦୦% ବଢ଼ିଲାଣି ପିଆଜ ଦାମ, ଚିକେନରେ ହାତ ମାରିହେଉନି

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୨୨ରେ ପାକିସ୍ତାନ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଦେଶ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଏବେ ବର୍ଦ୍ଧିତ ମୁଦ୍ରାସ୍ଫୀତି ବୋଝ ଉପରେ […]

Pakistan1

Pakistan1

Hemant Lenka
  • Published: Tuesday, 10 January 2023
  • Updated: 10 January 2023, 07:20 PM IST

Sports

Latest News

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

୨୦୨୨ରେ ପାକିସ୍ତାନ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଦେଶ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଏବେ ବର୍ଦ୍ଧିତ ମୁଦ୍ରାସ୍ଫୀତି ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି।

ପାକିସ୍ତାନରେ ପିଆଜର କେଜି ପିଛା ଦାମ ୫୦୧% ବଢ଼ିଛି। ୨୦୨୨ ଜାନୁଆରୀ ୬ରେ ପିଆଜ ଦାମ ପାକିସ୍ତାନ ମୁଦ୍ରାରେ ୩୬.୭ ଟଙ୍କା ଥିଲା। ହେଲେ ୨୦୨୩ ଜାନୁଆରୀ ୬ ବେଳକୁ ଏହାର ଦାମ ୨୨୦.୪ ଟଙ୍କା ହୋଇଯାଇଛି। ଅର୍ଥାତ ବର୍ଷକ ମଧ୍ୟରେ ପିଆଜର ଦାମ ୫୦୧.୨% ମହଙ୍ଗା ହୋଇଛି।

ଡିଜେଲ ଦାମ ୬୧% ବଢ଼ିଥିବା ବେଳେ ପେଟ୍ରୋଲ ୪୮% ମହଙ୍ଗା ହୋଇଛି। ଚାଉଳ, ଡାଲି, ଅଟା ଓ ମଇଦାର କେଜି ପିଛା ଦାମ ମଧ୍ୟ ୫୦%ରୁ ଅଧିକ ବଢ଼ିଛି। ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନବାସୀ ଚିକେନ ଦାମ ଶୁଣି ଏଥିରେ ହାତ ମାରିବାକୁ ଭୟ କରୁଛନ୍ତି। ଚିକେନ ଦାମ ପାକିସ୍ତାନ ମୁଦ୍ରାରେ କେଜି ପ୍ରତି ୨୦୧.୧ ଟଙ୍କା ଥିଲା। କିନ୍ତୁ ଏବେ ଏହା ୩୮୩.୫ ଟଙ୍କାରେ ପହଞ୍ଚିଛି।ଚିକେନ ଦାମ ୫୧.୫% ବଢ଼ିଛି।

ଡାଲି କେଜି ପ୍ରତି ୧୫୦.୭ ଟଙ୍କା ଥିବା ବେଳେ ଏବେ ୨୨୮.୪ ଟଙ୍କା, ଲୁଣ ୩୨.୯ ଟଙ୍କାରୁ ବଢ଼ି ୪୯.୧ ଟଙ୍କା, ମୁଗ ଡାଲି ୧୭୧ ଟଙ୍କାରୁ ଯାଇ ୨୫୨ ଟଙ୍କା, ବାସୁମତି ଚାଉଳ ୧୦୦.୩ ଟଙ୍କା ବଦଳରେ ୧୪୬.୬ ଟଙ୍କା ଓ କଦଳୀ ୧୨ଟାକୁ ୮୨.୨ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ଏହା ୧୧୯.୭ ଟଙ୍କାରେ ପହଞ୍ଚିଛନ୍ତି। ଏହାବାଦ ସୋରିଷ ତେଲର ଲିଟର ପିଛା ଦାମ ୩୭୪.୬ ଟଙ୍କା ବଦଳରେ ୫୩୨.୫ ଟଙ୍କା ହୋଇଛି। ଗୋଟିଏ ପ୍ୟାକେଟ ବ୍ରେଡର ଦାମ ୬୫ ଟଙ୍କାରୁ ଯାଇ ୮୯ ଟଙ୍କା ଓ କ୍ଷୀର ଲିଟର ପିଛା ୧୧୪. ୮ଟଙ୍କାରୁ ଯାଇ ୧୪୯.୭ ଟଙ୍କାରେ ବିକ୍ରି ହେଉଛି।

ମୋଟ ଉପରେ ପାକିସ୍ତାନର ମୁଦ୍ରାସ୍ଫୀତି ବର୍ଷକ ଭିତରେ ୨ ଗୁଣା ବଢ଼ିଛି। ୨୦୨୧ ଡିସେମ୍ବରରେ ଦେଶର ମୁଦ୍ରାସ୍ଫୀତି ୧୨.୩% ଥିବା ବେଳେ ୨୦୨୨ ଡିସେମ୍ବର ସୁଦ୍ଧା ଏହା ୨୪.୫%ରେ ପହଞ୍ଚିଥିବା ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ସୂଚନା ଦେଇଛି। ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ବଢ଼ୁଥିବାରୁ ଏହାର ପ୍ରଭାବରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଖାଦ୍ୟ ମୁଦ୍ରାସ୍ଫୀତି ୨୦୨୧ ଡିସେମ୍ବରରେ ୧୧.୭% ଥିବା ବେଳେ ୨୦୨୨ ଡିସେମ୍ବର ବେଳକୁ ଏହା ୩ ଗୁଣା ବଢ଼ି ୩୨.୭% ଛୁଇଁଛି।

ପାକିସ୍ତାନ ସ୍ଥିତି ସୁଧାରିବାକୁ ଆମଦାନୀ ଉପରେ ଗୁରୁତ୍ୱ ଦେଉଛି। କିନ୍ତୁ ଦେଶର ବିଦେଶୀ ମୁଦ୍ରାପାଣ୍ଠି ମଧ୍ୟ ଶେଷ ହେବାକୁ ବସିଲାଣି। ୨୦୨୨ରେ ଶ୍ରୀଲଙ୍କାର ଯେଉଁଭଳି ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଥିଲା, ଏବେ ପାକିସ୍ତାନ ସେହି ଦିଗରେ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story