ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ପାଇଁ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ସୁପାରିଶ ହୋଇଛି। ଗୁଲଜାରଙ୍କୁ  ଏହି ଦାୟିତ୍ୱ ପାଇଁ  ବିଦାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମନୋନିତ କରିଛନ୍ତି।  ପାକିସ୍ତାନ୍ ତେହେରିମକ୍‌-ଇ-ଇନ୍‌ସାଫ(ପିଟିଆଇ)ର ନେତା ଫୱାଦ୍‌ ହୁସେନ୍‌ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।  ଏ ସମ୍ପର୍କରେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଆଲିଭଙ୍କୁ ଇମ୍ରାନ୍‌ ଖାନ୍ ଅବଗତ କରିଛନ୍ତି।  ରବିବାର ପାକିସ୍ତାନ ସଂସଦଙ୍କୁ ଭଙ୍ଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ପାକିସ୍ତାନ ରାଷ୍ଟ୍ରପତି। ଏହାପୂର୍ବରୁ ରାଷ୍ଟ୍ରପତି ଆରିଫ ଅଲଭି […]

pm

pm

Tapas Behera
  • Published: Monday, 04 April 2022
  • Updated: 04 April 2022, 07:44 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ସୁପାରିଶ ହୋଇଛି। ଗୁଲଜାରଙ୍କୁ  ଏହି ଦାୟିତ୍ୱ ପାଇଁ  ବିଦାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମନୋନିତ କରିଛନ୍ତି।  ପାକିସ୍ତାନ୍ ତେହେରିମକ୍‌-ଇ-ଇନ୍‌ସାଫ(ପିଟିଆଇ)ର ନେତା ଫୱାଦ୍‌ ହୁସେନ୍‌ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।  ଏ ସମ୍ପର୍କରେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଆଲିଭଙ୍କୁ ଇମ୍ରାନ୍‌ ଖାନ୍ ଅବଗତ କରିଛନ୍ତି।  ରବିବାର ପାକିସ୍ତାନ ସଂସଦଙ୍କୁ ଭଙ୍ଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ପାକିସ୍ତାନ ରାଷ୍ଟ୍ରପତି। ଏହାପୂର୍ବରୁ ରାଷ୍ଟ୍ରପତି ଆରିଫ ଅଲଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସଂସଦରେ ବିରୋଧୀ ଦଳର ନେତା ଶାହବାଜ ସରିଫଙ୍କୁ ଚିଠି ଲେଖି ଧାରା ୨୨୪-ଏ (୧) ଅନୁଯାୟୀ କାମଚଳା ପ୍ରଧାନମନ୍ତ୍ରୀଙ୍କ ନାଁ ଦେବାକୁ କହିଥିଲେ।

ରାଷ୍ଟ୍ରପତି ତାଙ୍କ ଚିଠିରେ କହିଥିଲେ ଯେ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ଇମ୍ରାନ ଖାନ ପାକ୍ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବେ। ଜଷ୍ଟିସ ଗୁଲଜାର ଅହମ୍ମଦ ପାକିସ୍ତାନର ୨୭ତମ ପ୍ରଧାନ ବିଚାରପତି ଥିଲେ। ସେ ଡିସେମ୍ବର ୨୧, ୨୦୧୯ରେ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଫେବ୍ରୁଆରି ୨୦୨୨ପର୍ଯ୍ୟନ୍ତ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।

ଅନ୍ୟପକ୍ଷରେ ବିରୋଧୀ ଆଣିଥିବା ଆବେଦନ ଉପରେ ଆସନ୍ତକାଲି ସୁପ୍ରିମକୋର୍ଟରେ ଶୁଣାଣି ରହିଛି।  ସଂସଦକୁ ଭଙ୍ଗ ପା‌ଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ  ଚାଲେଞ୍ଜ କରଥିଲେ ବିରୋଧୀ। ତେବେ ଆଜି ଏହି ମାମଲାର ଶୁଣାଣି ଆରମ୍ଭ କରି ଆସନ୍ତା କାଲି ପାଇଁ ମୁଲତବୀ ରଖିଛନ୍ତି କୋର୍ଟ।  ଆସନ୍ତାକାଲି ଦିନ ୧୨ଟାରେ ମାମଲା ଶୁଣାଣି ହେବାକୁ ଧାର୍ଯ୍ୟ କରାଯାଇଛି। ତେବେ ଆଜିର ଶୁଣାଣି ବେଳେ ପାକିସ୍ତାନ ସଂସଦର ନିୟମ ଅନୁଯାୟୀ, ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବାର ବାଚଷ୍ପତିଙ୍କ କ୍ଷମତା ଥିବା ସୁପ୍ରିମକୋର୍ଟ କହିଥିଲେ। ଏହି ମାମଲାର ୫ ଜଣିଆ ଖଣ୍ଡପୀଠ ଣୁଣାଣି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story