Advertisment

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌: ଆଗରେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍‌ରେ ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ନେତା ଋଷି ସୁନକ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚନୟ ଲାଗି ହୋଇଥିବା ପ୍ରଥମ ରାଉଣ୍ଡ ଭୋଟିଂରେ ଋଷି ସୁନକଙ୍କୁ ଜବରଦସ୍ତ ସମର୍ଥନ ମିଳିଛି ।  ୮୮ ଭୋଟ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ । ବୁଧବାର ହୋଇଥିବା ଏଲିମିନେସନ ରାଉଣ୍ଡ ଭୋଟିଂରେ ରିଶି ସୁନକ ୨୫ ପ୍ରତିଶତ ସାଂସଦଙ୍କ ସମର୍ଥନ ସହ ୮୮ଟି ଭୋଟ ମିଳିଥିଲା।  ଦ୍ୱିତୀୟ […]

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌: ଆଗରେ ଭାରତୀୟ ବଂଶୋଦ୍ଭବ

rishi

Advertisment

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍‌ରେ ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ନେତା ଋଷି ସୁନକ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚନୟ ଲାଗି ହୋଇଥିବା ପ୍ରଥମ ରାଉଣ୍ଡ ଭୋଟିଂରେ ଋଷି ସୁନକଙ୍କୁ ଜବରଦସ୍ତ ସମର୍ଥନ ମିଳିଛି ।  ୮୮ ଭୋଟ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ । ବୁଧବାର ହୋଇଥିବା ଏଲିମିନେସନ ରାଉଣ୍ଡ ଭୋଟିଂରେ ରିଶି ସୁନକ ୨୫ ପ୍ରତିଶତ ସାଂସଦଙ୍କ ସମର୍ଥନ ସହ ୮୮ଟି ଭୋଟ ମିଳିଥିଲା।  ଦ୍ୱିତୀୟ ସ୍ଥାନରେ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ ପେନି ମୋର୍ଡଟଙ୍କୁ ୬୭ ଭୋଟ ମିଳିଥିଲା।

Advertisment

ବୈଦେଶିକ ମନ୍ତ୍ରର ଲିଜ୍ ଟସ୍‌ ୫୦ଟି ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।ଆଜି ଏହି ୫ ଜଣଙ୍କ ମଧ୍ୟରେ ଦ୍ୱିତୀୟ ରାଉଣ୍ଡର ଭୋଟିଂ ହେବ । ଏହାପରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରତିନିଧି ନିର୍ବାଚିତ ହେବ । ତେବେ ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚିବା ଲାଗି ବ୍ରିଟେନ ସାଂସଦଙ୍କ ସମର୍ଥନ ଜୁଟାଇବା ଋଷି ସୁନକଙ୍କ ପାଇଁ ଚାଲେଞ୍ଜ ହୋଇଛି।  କନଜରଭେଟିଭ୍ ପାର୍ଟିରେ ନେତା ଚୟନ ଲାଗି ଏକ କମିଟି ରହିଥାଏ  ।

ଏଥିରେ କନଜରଭେଟିଭ୍ ପାର୍ଟିର ସାସଂସ ସଦସ୍ୟ ରହିଥାନ୍ତି।  ନେତା ଚୟନ ଲାଗି ୩ଟି ପର୍ଯ୍ୟାୟରେ ଚୟନ କରାଯାଇଥାଏ  । ନୋମିନେସନ, ଏଲିମିନେସନ ଏବଂ ସିଲେକ୍ସନ୍  ନୋମିନେସନ ସରିଥିବାବେଳେ ଏଲିମିନେସନ ରାଉଣ୍ଡରେ ଋଷି ସୁନକ ଆଗରେ ରହିଛନ୍ତି ।  ୨୧ ଜୁଲାଇ ସୁଦ୍ଧା ମାତ୍ର ୨ ଜଣ ପ୍ରାର୍ଥୀ ଏହି ପ୍ରକ୍ରିୟାରେ ରହିବେ।   ଏହାପରେ କନଜରଭେଟିଭ୍ ପାର୍ଟିର ୨ ଲକ୍ଷ ସଦସ୍ୟଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ହେବା ଲାଗି ନିଜର ଦାବି ଉପସ୍ଥାପନ କରିବେ।   ଯାହାକୁ ଅଧିକ ଭୋଟ ମିଳିବ ସେ ହେବ ବ୍ରିଟେନର  ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe