ଆଇଏସଆଇଏସ ମୁଖ୍ୟ ଅବୁ ହାସନ ନିହତ, ଘୋଷଣା ହେଲା ନୂଆ ମୁଖିଆଙ୍କ ନାଁ

ଦୁବାଇ: ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ଆଇଏସଆଇଏସ୍‌ ମୁଖ୍ୟ ଅବୁ ହାସନ ଅଲ-ହାଶିମି ଅଲ କ୍ୟୁରେଶୀ। ଯୁଦ୍ଧରେ ଅବୁ ହାସନର ମୃତ୍ୟୁ ଘଟିଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏ ସୂଚନା ଦେଇଛି। ସଂଗଠନର ଜଣେ ମୁଖପାତ୍ର କହିଛି ଯେ “ଭଗବାନଙ୍କ ଶତ୍ରୁଙ୍କ ସହ ଲଢ଼େଇ କରିବା ବେଳେ ଅବୁ ହାସନଙ୍କ ମୃତ୍ୟୁ ଘଟିଛି।” ତେବେ କେଉଁଠି ଲଢ଼େଇ ହୋଇଥିଲା ଓ କେମିତି ସେ ନିହତ ହେଲା, ସେ ବିଷୟରେ ସଂଗଠନ କୌଣସି ପ୍ରକାରର ବିସ୍ତୃତ ତଥ୍ୟ ଦେଇନାହିଁ। ଅବୁ […]

ISIS

ISIS

Hemant Lenka
  • Published: Thursday, 01 December 2022
  • Updated: 01 December 2022, 06:57 AM IST

ଦୁବାଇ: ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ଆଇଏସଆଇଏସ୍‌ ମୁଖ୍ୟ ଅବୁ ହାସନ ଅଲ-ହାଶିମି ଅଲ କ୍ୟୁରେଶୀ। ଯୁଦ୍ଧରେ ଅବୁ ହାସନର ମୃତ୍ୟୁ ଘଟିଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏ ସୂଚନା ଦେଇଛି। ସଂଗଠନର ଜଣେ ମୁଖପାତ୍ର କହିଛି ଯେ “ଭଗବାନଙ୍କ ଶତ୍ରୁଙ୍କ ସହ ଲଢ଼େଇ କରିବା ବେଳେ ଅବୁ ହାସନଙ୍କ ମୃତ୍ୟୁ ଘଟିଛି।” ତେବେ କେଉଁଠି ଲଢ଼େଇ ହୋଇଥିଲା ଓ କେମିତି ସେ ନିହତ ହେଲା, ସେ ବିଷୟରେ ସଂଗଠନ କୌଣସି ପ୍ରକାରର ବିସ୍ତୃତ ତଥ୍ୟ ଦେଇନାହିଁ।

ଅବୁ ହାସନ ନିହତ ହୋଇଥିବାରୁ ସଂଗଠନ ପକ୍ଷରୁ ନୂଆ ମୁଖିଆର ନାଁ ଘୋଷଣା କରାଯାଇଛି। ଏଣିକି ଏହି କୁଖ୍ୟାତ ଆତଙ୍କବାଦୀ ସଂଗଠନର ମୁଖିଆ ଭାବେ ଅବୁ ଅଲ ହୁସେନ ଅଲ କ୍ୟୁରେଶୀ କାମ କରିବ। ସଂଗଠନ ପକ୍ଷରୁ ଅବୁ ଅଲ ହୁସେନ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇନି। କିନ୍ତୁ କୁହାଯାଉଛି ଯେ ସେ ଜଣେ ଭେଟରାନ ଆତଙ୍କବାଦୀ। ସଂଗଠନର ସମସ୍ତ ସଦସ୍ୟ ତା’ ପ୍ରତି ଆନୁଗତ୍ୟ ରଖିଛନ୍ତି। ଏଣିକି ତା’ ହିସାରରେ ସଂଗଠନ କାମ କରିବ।

ଏହାପୂର୍ବରୁ ଚଳିତ ବର୍ଷ ପ୍ରଥମ ଭାଗରେ ଆମେରିକା ହମଲାରେ ଆଇଏଏସର ମୁଖିଆ ଭାବେ କାମ କରୁଥିବର ଅବୁ ଇବ୍ରାହିମ ଅଲ-କ୍ୟୁରେଶୀ ମଧ୍ୟ ନିହତ ହୋଇଥିଲା। ଏହାପରେ ଅବୁ ହାସନ ଆଇଏସଆଇଏସର ମୁଖିଆ ହୋଇଥିଲା। ଏବେ ସେ ମଧ୍ୟ ଲଢ଼େଇ ବେଳେ ପ୍ରାଣ ହରାଇଛି।

ବିଭିନ୍ନ ସୁରକ୍ଷା ଏଜେନ୍ସି ଆଇଏସଆଇଏ ଉପରେ ନଜର ରଖିଥିବାରୁ ସଂଗଠନ ପୂର୍ବଭଳି ତା’ର ହିଂସାତ୍ମକ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇ ପାରୁନି। ଇରାକ ଓ ସିରିଆରେ ସକ୍ରିୟ ଥିବା ଏହି ଆତଙ୍କବାଦୀ ସଂଗଠନ ଦିନକୁ ଦିନ ଅତ୍ୟନ୍ତ ଦୁର୍ବଳ ହେବାରେ ଲାଗିଛି। ବିଶେଷ କରି ୨୦୧୯ ପରଠାରୁ ଆଇଏସଆଇଏସର ଦବଦବା ହ୍ରାସ ପାଇଛି। କାରଣ ୨୦୧୯ରେ ସଂଗଠନର ସର୍ବୋଚ୍ଚ ଲିଡର ଅବୁ ବକର ଅଲ ବାଗଦାଦିକୁ ଆମେରିକା ହତ୍ୟା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story