Advertisment

ଟ୍ରେନ୍‌ ଭିତରକୁ ପଶିଆସିଲା ଘୋଡ଼ା!

ସିଡ୍‌ନୀ:ଅଷ୍ଟ୍ରେଲିଆରେ ଏକ ଅଦ୍ଭୁତ ଘଟଣା ଘଟିଛି।  ଜଣେ ବ୍ୟକ୍ତି ଟ୍ରେନ୍‌ ଭିତରୁ  ହଠାତ୍‌ ଏକ ଘୋଡ଼ା ନେଇ ଆସିବାରୁ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଷ୍ଟ୍ରେଲିଆର ଷ୍ଟିରିୟାର  ଜଣେ ବ୍ୟକ୍ତି ତାଙ୍କ ଘୋଡ଼ାକୁ ଏକ ଟ୍ରେନ୍‌ ଭିତରକୁ ନେଇ ଆସିବାରୁ ଯାତ୍ରୀମାନେ ହଟହଟା ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ଘୋଡ଼ାର ନାମ ଫ୍ରିଡା ବୋଲି ଜଣାପଡ଼ିଛି। ତେବେ ଘୋଡ଼ାକୁ ବାହାର କରିଦେବା ପାଇଁ ଟିଟିଇ କହିଥିଲେ। ଏହି ଦୃଶ୍ୟଟି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଉକ୍ତ ଘୋଡ଼ାକୁ […]

ଅଦ୍ୟତନ ହୋଇଛି
ଟ୍ରେନ୍‌ ଭିତରକୁ ପଶିଆସିଲା ଘୋଡ଼ା!

horse-13

Advertisment

ସିଡ୍‌ନୀ:ଅଷ୍ଟ୍ରେଲିଆରେ ଏକ ଅଦ୍ଭୁତ ଘଟଣା ଘଟିଛି।  ଜଣେ ବ୍ୟକ୍ତି ଟ୍ରେନ୍‌ ଭିତରୁ  ହଠାତ୍‌ ଏକ ଘୋଡ଼ା ନେଇ ଆସିବାରୁ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଷ୍ଟ୍ରେଲିଆର ଷ୍ଟିରିୟାର  ଜଣେ ବ୍ୟକ୍ତି ତାଙ୍କ ଘୋଡ଼ାକୁ ଏକ ଟ୍ରେନ୍‌ ଭିତରକୁ ନେଇ ଆସିବାରୁ ଯାତ୍ରୀମାନେ ହଟହଟା ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ଘୋଡ଼ାର ନାମ ଫ୍ରିଡା ବୋଲି ଜଣାପଡ଼ିଛି। ତେବେ ଘୋଡ଼ାକୁ ବାହାର କରିଦେବା ପାଇଁ ଟିଟିଇ କହିଥିଲେ। ଏହି ଦୃଶ୍ୟଟି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଉକ୍ତ ଘୋଡ଼ାକୁ ତାଙ୍କ ମାଲିକ ଧରିଥିବା ଲେଖାଯାଇଛି।

Advertisment

https://twitter.com/unsereOEBB/status/1032249347902255104

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe