ଇଂଲିଶ ଚ୍ୟାନେଲରେ ଓଲଟିଲା ଡଙ୍ଗା, ୩୧ ମୃତ

ଇଂଲଣ୍ଡ: ଭୟଙ୍କର ଦୁର୍ଘଟଣା। ଇଂଲିଶ ଚ୍ୟାନେଲରେ ବୁଡିଲା ଡଙ୍ଗା। ପ୍ରବାସୀଙ୍କୁ  ନେଇ ଯାଉଥିବା ଏକ ଡଙ୍ଗା ଇଂଲିଶ ଚ୍ୟାନେଲରେ ବୁଡି ଯାଇଛି। ଏହି ଦୁର୍ଘଟଣାରେ ୩୧ଜଣଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବୁଧବାର ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଇଂରାଜୀ ଚ୍ୟାନେଲ ପାର ହେବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଛି। ଫ୍ରାନ୍ସ ଗୃହ ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ୍‌ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଡଙ୍ଗାରେ ମୋଟ ୩୪ […]

boat-capsize

boat-capsize

Madhupriya Mistry
  • Published: Thursday, 25 November 2021
  • Updated: 25 November 2021, 11:08 AM IST

ଇଂଲଣ୍ଡ: ଭୟଙ୍କର ଦୁର୍ଘଟଣା। ଇଂଲିଶ ଚ୍ୟାନେଲରେ ବୁଡିଲା ଡଙ୍ଗା। ପ୍ରବାସୀଙ୍କୁ  ନେଇ ଯାଉଥିବା ଏକ ଡଙ୍ଗା ଇଂଲିଶ ଚ୍ୟାନେଲରେ ବୁଡି ଯାଇଛି। ଏହି ଦୁର୍ଘଟଣାରେ ୩୧ଜଣଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବୁଧବାର ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଇଂରାଜୀ ଚ୍ୟାନେଲ ପାର ହେବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଛି।

ଫ୍ରାନ୍ସ ଗୃହ ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ୍‌ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଡଙ୍ଗାରେ ମୋଟ ୩୪ ଜଣ ଯାତ୍ରୀ ଥିଳେ। ସେମାନଙ୍କ ମଧ୍ୟରୁ ୩୧ଟି ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଦୁଇ ଜଣ ଜୀବିତ ଥିବା ଜଣାପଡିଛି। ଏଥିସହ ଜଣେ ବ୍ୟକ୍ତି ଏବେବି ନିଖୋଜ ଅଛନ୍ତି। ତେବେ ମୃତକମାନେ କେଉଁ ଦେଶର ସେ ନେଇ କିଛି ସୂଚନା ମିଳିନାହିଁ।

ଫ୍ରାନ୍ସ ଏବଂ ବ୍ରିଟେନ୍‌ର ଉଦ୍ଧାରକାରୀ ଦଳ ମିଳିତ ଭାବେ  ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି। ଏହି ଘଟଣାରେ ୪ ଜଣ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପରେ ୨ ଜଣ ସନ୍ଦିଗ୍ଧଙ୍କୁ କୋର୍ଟରେ ହାଜର କରାଯାଇଥିଲା ବୋଲି ଫ୍ରାନ୍ସର ଗୃହ ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିସହିତ ଆହତମାନଙ୍କୁ ଫ୍ରାନ୍ସର ଗୃହ ମନ୍ତ୍ରୀ ହସ୍ପିଟାଲ ଯାଇ ଭେଟିଛନ୍ତି।

ଦୀର୍ଘ ଦିନ ଧରି କ୍ରସିଂ ବନ୍ଦ କରିବାକୁ ଉଭୟ ସରକାର ପଦକ୍ଷେପ ନେଉଛନ୍ତି, ଯଦିଓ ଉଭୟ ଦେଶ ପରସ୍ପରକୁ ଯଥେଷ୍ଟ କାର୍ଯ୍ୟ କରୁନଥିବା ନେଇ ଅଭିଯୋଗ କରୁଛନ୍ତି। ଏହି ଦୁର୍ଘଟଣାରେ ସେ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ  ହୋଇଯାଇଛନ୍ତି ବୋଲି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story