ଆଫଗାନିସ୍ତାନରେ ତାଲିବାନ ଶାସନ: ଏତେ ଖୁସି କାହିଁକି ପାକିସ୍ତାନ, ଚାଇନା ଏବଂ ଇରାନ ?

ଇସଲାମାବାଦ: ଆଫଗାନିସ୍ତାନରେ ୨୦ ବର୍ଷ ପରେ ଫେରିଛି ତାଲବିନ ଶାସନ। ଏହାକୁ ନେଇ ଦେଶର ଲୋକେ ଏବେ ଭୟଭୀତ। ସାରା ବିଶ୍ୱରେ କୋଭିଡ ବିପଦ ଲାଗି ରହିଥିବା ବେଳେ ଆଫଗାନିସ୍ତାନରେ କିନ୍ତୁ ତାଲିବାନ ଶାସନର ସମ୍ଭାବ୍ୟ ଆତଙ୍କରାଜକୁ ନେଇ ଭୟ ଘାରିଛି। ମୃତ୍ୟୁ, ନିର୍ଯାତନା, ହିଂସାର ଭୟ ଦେଖି ଲୋକମାନେ ଦେଶ ବାହାରକୁ ପଳାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ ତାଲିବାନ ସରକାରକୁ ଖୋଲା ସମର୍ଥନ କରିଛନ୍ତି ପାକିସ୍ତାନ, ଚାଇନା ଏବଂ ଇରାନ। ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ […]

imran

imran

Subhransu Sekhar
  • Published: Monday, 16 August 2021
  • Updated: 16 August 2021, 05:21 PM IST

Sports

Latest News

ଇସଲାମାବାଦ: ଆଫଗାନିସ୍ତାନରେ ୨୦ ବର୍ଷ ପରେ ଫେରିଛି ତାଲବିନ ଶାସନ। ଏହାକୁ ନେଇ ଦେଶର ଲୋକେ ଏବେ ଭୟଭୀତ। ସାରା ବିଶ୍ୱରେ କୋଭିଡ ବିପଦ ଲାଗି ରହିଥିବା ବେଳେ ଆଫଗାନିସ୍ତାନରେ କିନ୍ତୁ ତାଲିବାନ ଶାସନର ସମ୍ଭାବ୍ୟ ଆତଙ୍କରାଜକୁ ନେଇ ଭୟ ଘାରିଛି। ମୃତ୍ୟୁ, ନିର୍ଯାତନା, ହିଂସାର ଭୟ ଦେଖି ଲୋକମାନେ ଦେଶ ବାହାରକୁ ପଳାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ ତାଲିବାନ ସରକାରକୁ ଖୋଲା ସମର୍ଥନ କରିଛନ୍ତି ପାକିସ୍ତାନ, ଚାଇନା ଏବଂ ଇରାନ।

ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିଥିବାରୁ ଖୁସି ବ୍ୟକ୍ତି କରିଛନ୍ତି। ଏହି ପ୍ରକ୍ରିୟାକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଛନ୍ତି। କେବଳ ଏତିକି ନୁହେଁ ତାଲିବାନର ପ୍ରତ୍ୟାବର୍ତ୍ତନକୁ ସେ ଗୁଲାମିରାଜର ଶେଷ ହୋଇଛି ବୋଲି କହିଛନ୍ତି।

ଇମ୍ରାନ ଖାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, 'ଯେତେବେଳେ ତୁମେ ଅନ୍ୟର ସଂସ୍କୃତିକୁ ଗ୍ରହଣ କରିବ, ସେତେବେଳେ ତୁମେ ମାନସିକ ସ୍ତରରେ ମଧ୍ୟ ସେମାନଙ୍କର ଦାସ ହେବ। ଏହା କିନ୍ତୁ ମୂଳ ସଂସ୍କୃତି ଅପେକ୍ଷା ଖରାପ। ସାଂସ୍କୃତିକ ଦାସତ୍ୱର ଶୃଙ୍ଖଳ ଭାଙ୍ଗିବା ସହଜ ନୁହେଁ। ଆଜିକାଲି ଆଫଗାନିସ୍ତାନରେ ଯାହା ଘଟୁଛି ତାହା ଦାସତ୍ୱର ଶୃଙ୍ଖଳ ଭାଙ୍ଗିବା ପରି। ଇମ୍ରାନ୍ ଖାନ୍ ଏଭଳି କହିବାର ଅର୍ଥ ହେଲା ଆଫଗାନିସ୍ତାନରେ ଯେଉଁ ସରକାର ଚାଲିଥିଲା ତାହା ଆମେରିକା ସମର୍ଥନରେ। ଆମେରିକାର ସମର୍ଥନ ରହିବାରୁ ଆଫଗାନିସ୍ତାନରେ ଇସଲାମିକ ଧର୍ମର କ୍ଷୁଣ୍ଣ ହୋଇଥିଲା। ସମସ୍ତେ ଆମେରିକା ବା ପାଶ୍ଚାତ୍ୟ ଦେଶର ସଂସ୍କୃତି ମୁହାଁ ହୋଇଥିଲେ। ଯାହାକୁ ସେମାନେ ଏବଂ ତାଲିବାନ ବିରୋଧ କରନ୍ତି।

ରବିବାର ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡ଼ି ପଳାଇଛନ୍ତି। ତାଲିବାନ ଏବେ ରାଷ୍ଟ୍ରପତି ଭବନ ଦଖଲ କରିଛି। ଏବେ ଭବନକୁ ଇସଲାମିକ୍ ଏମିରେଟ୍ (Islamic Emirate) ବୋଲି ତାଲିବାନ ଘୋଷଣା କରିସାରିଛି। ସେହିପରି ଦେଶର ନାମ ‘ଇସଲାମିକ ଏମିରେଟ୍ ଆଫଗାନିସ୍ତାନ’ ରଖିବାକୁ ଯୋଜନା କରିଛି ତାଲିବାନ। ୨୦୦୧ରେ ତାଲିବାନ ଶାସନକୁ ଆମେରିକା ସେନା ହଟାଇବା ପୂର୍ବରୁ ଏହି ଦେଶର ନାମ ‘ଇସଲାମିକ ଏମିରେଟ୍ ଆଫଗାନିସ୍ତାନ’ ଥିଲା।

ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଆମେରିକା, ବ୍ରିଟେନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ସେମାନଙ୍କ ଦୂତାବାସ ବନ୍ଦ କରି କୂଟନୀତିଜ୍ଞଙ୍କୁ ଫେରାଇ ନେଉଛନ୍ତି। ହେଲେ ଇରାନ, ଚାଇନା, ରୁଷିଆ ଏବଂ ପାକିସ୍ଥାନ ଭଳି ଦେଶ ତାଲିବାନରେ ସେମାନଙ୍କ ଦୂତାବାସରେ କାର୍ଯ୍ୟ ଜାରି ରଖିଛନ୍ତି। ଏହା ବ୍ୟତୀତ ତାଲିବାନ ସରକାରଙ୍କୁ ସେମାନଙ୍କ ପକ୍ଷରୁ ସ୍ୱୀକୃତି ମିଳିବାର ସୂଚନା ମଧ୍ୟ ରହିଛି।

ତାଲିବାନ ସହିତ ଘନିଷ୍ଠ ଭାବରେ କାମ କରିବାକୁ ଚାଇନା ଇଚ୍ଛା ପ୍ରକାଶ କରିଛି। ଚାଇନା ସୋମବାର କହିଛି ଯେ ଆମେ ଆଶା କରୁଛୁ ତାଲିବାନ ସେମାନଙ୍କ ପ୍ରତିଶ୍ରୁତି ପାଳନ କରିବ ଏବଂ ଦେଶରେ ଏକ ଖୋଲା ଏବଂ ସ୍ଥାୟୀ ସରକାର ଗଠନ କରିବ।

ଇରାନ, ରୁଷିଆ ଏବଂ ଚାଇନାର ଆମେରିକା ସହିତ କୂଟନୀତିକ ସମ୍ପର୍କ ଖରାପ ରହିଛି। ଅନେକ ପ୍ରସଙ୍ଗରେ ଆମେରିକାକୁ ବିରୋଧ କରନ୍ତି ଏହି ଦେଶ। ଏଭଳି ପରିସ୍ଥିତିରେ ଏହି ତିନୋଟି ଦେଶ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ହେବା ପରେ ସେମାନଙ୍କର ପ୍ରଭାବ ବଢ଼ିବା ପାଇଁ ଏକ ସୁଯୋଗ ଆସିଛି ବୋଲି ବିବେଚନା କରୁଛନ୍ତି। ରୁଷ ଏବେ ତାଲିବାନ ସହିତ କଥାବାର୍ତ୍ତା ଆରମ୍ଭ କରିଦେଇଛି। ସେହିପରି ଆଫଗାନିସ୍ତାନର ଘନି ସରକାର ବେଳେ ଭାରତ ଅନେକ ସହଯୋଗ କରିବା ସହିତ ବିକାଶମୂଳକ କାମରେ ପୁଞ୍ଜି ବିନିଯୋଗ କରିଥିଲା। ଯାହାକୁ ପାକିସ୍ତାନ ବିରୋଧ କରୁଥିଲା। ତେଣୁ ଘନି ସରକାର ଯିବା ପରେ ଏବେ ପାକିସ୍ତାନ ଉତ୍ସାହିତ ହୋଇଛି। ଘନି ତାଲିବାନ ଶକ୍ତିଶାଳୀ ହେବା ପଛରେ ପାକିସ୍ତାନର ଗୁଇନ୍ଦା, ସେନା ଏବଂ ସରକାର ଦାୟୀ ବୋଲି କହିଥିଲେ। ଯାହାକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ଲଜ୍ଜିତ ମଧ୍ୟ ହୋଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story