ଶେଷ ହେବ ଯୁଦ୍ଧ! ଆଲୋଚନା ପାଇଁ ରାଜି ଜେଲେନସ୍କି, କିନ୍ତୁ…

କିଭ୍‌: ରୁଷ ଓ ୟୁକ୍ରେନ୍‌ ଯୁଦ୍ଧକୁ ଦୀର୍ଘ ଏକ ମାସ ବିତିଗଲାଣି। ତଥା ଥମୁନି ରୁଷର ଆକ୍ରମଣ। ମିସାଇଲ ଓ ରକେଟ୍‌ ମାଡରେ ୟୁକ୍ରେନର ଅନେକ ସହର ଛାରଖାର ହୋଇଗଲାଣି। ଆଜି ବି ୟୁକ୍ରେନର ବିଭିନ୍ନ ସହରରେ ରୁଷ ପକ୍ଷରୁ ଆକ୍ରମଣ କରାଯାଉଛି। ଏହାରି ଭିତରେ ପୁଣି ଥରେ ରୁଷ ସହ ଶାନ୍ତି ଆଲୋଚନା କରିବାକୁ ରାଜି ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି। ତେବେ ରୁଷ ସହ ଆଲୋଚନା ପାଇଁ ପୁଣି ଏକ କେଁ ରଖିଛନ୍ତି ୟୁକ୍ରେନ୍‌ […]

russia-ukraine

russia-ukraine

Madhupriya Mistry
  • Published: Monday, 28 March 2022
  • Updated: 28 March 2022, 12:21 PM IST

Sports

Latest News

କିଭ୍‌: ରୁଷ ଓ ୟୁକ୍ରେନ୍‌ ଯୁଦ୍ଧକୁ ଦୀର୍ଘ ଏକ ମାସ ବିତିଗଲାଣି। ତଥା ଥମୁନି ରୁଷର ଆକ୍ରମଣ। ମିସାଇଲ ଓ ରକେଟ୍‌ ମାଡରେ ୟୁକ୍ରେନର ଅନେକ ସହର ଛାରଖାର ହୋଇଗଲାଣି। ଆଜି ବି ୟୁକ୍ରେନର ବିଭିନ୍ନ ସହରରେ ରୁଷ ପକ୍ଷରୁ ଆକ୍ରମଣ କରାଯାଉଛି। ଏହାରି ଭିତରେ ପୁଣି ଥରେ ରୁଷ ସହ ଶାନ୍ତି ଆଲୋଚନା କରିବାକୁ ରାଜି ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି। ତେବେ ରୁଷ ସହ ଆଲୋଚନା ପାଇଁ ପୁଣି ଏକ କେଁ ରଖିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି।

ସେ ପୁଟିନଙ୍କ ସମ୍ମୁଖରେ ସର୍ତ୍ତ ରଖିଛନ୍ତି। ରୁଷର ଏକ ସାମ୍ବାଦିକଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ 'ରୁଷ ସହିତ ଶାନ୍ତି ଚୁକ୍ତିର ଏକ ଅଂଶ ଭାବରେ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିବାକୁ ୟୁକ୍ରେନ ପ୍ରସ୍ତୁତ ଅଛି। ସେ କହିଛନ୍ତି ଯେ ତୃତୀୟ ପକ୍ଷଙ୍କୁ ଏହା ଉପରେ ନିଶ୍ଚିତ କରିବାକୁ ପଡିବ ଏବଂ ଏଥିପାଇଁ ଏକ ଉପନିର୍ବାଚନ ମଧ୍ୟ କରିବାକୁ ପଡିବ।'

ସେ ଆହୁରି କହିଛନ୍ତି, ୟୁକ୍ରେନ୍‌କୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚାହୁଁଛନ୍ତି ପୁଟିନ। ଉତ୍ତର ଏବଂ ଦକ୍ଷିଣ କୋରିଆ ପରି ରୁଷ ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଛି। ଯାହାକି ଆମେ କଦାପି କରିବାକୁ ଦେବୁନାହିଁ। ସେହିପରି ମସ୍କୋ ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରମାନେ ଭୟଭୀତ ଥିବା ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କର ସନ୍ଦେହ ହେଉଛି। ରୁଷ୍‌ ସେନା ସହ ମୁକାବିଲା କରିବା ଲାଗି ସେ ସେମାନଙ୍କୁ କମାଣ, ଲଢୁଆ ବିମାନ ଏବଂ କ୍ଷେପଣାସ୍ତ୍ର ଦେବାକୁ ଅନୁରୋଧ କରିଛନ୍ତି।

ସୂଚନା ମୁତାବକ, ଆଜି ତୁର୍କୀରେ ରୁଷ ଓ ୟୁକ୍ରେନ୍ ପ୍ରତିନିଧିଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହେବ। ଏହି ଆଲୋଚନା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ତେବେ ଏହି ଆଲୋଚନା ପରେ ଯୁଦ୍ଧ ଶାନ୍ତ ପଡିବ ବୋଳି ଆଶଙ୍କା କରାଯାଉଛି। ୟୁକ୍ରେନ୍ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ରୁଷର ୧୬ ହଜାରରୁ ଅଧିକ ସୈନ୍ୟ ନିହତ ହୋଇଥିବା ଦାବି କରିଛି ୟୁକ୍ରେନ। ଏହା ସହ ୫୮୨ଟି ଟ୍ୟାଙ୍କ ଧ୍ୱଂସ ହୋଇଥିବା ୟୁକ୍ରେନ୍ ଦାବି କରିଛି। କିନ୍ତୁ ରୁଷର ୧୩୫୧ ଜଣ ସୈନ୍ୟ ନିହତ ହୋଇଥିବା ବେଳେ ୩ ହଜାର ୮୨୫ ଜଣ ଆହତ ହୋଇଥିବା ମସ୍କୋର ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story